Latest Odisha News

BREAKING NEWS

ନୂଆ ବ୍ୟବସ୍ଥା ନହେବା ଯାଏ ବିଚାରପତିଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିବ: ଆଇନମନ୍ତ୍ରୀ

ନୂଆଦିଲ୍ଲୀ: କୋର୍ଟରେ ବିଚାରପତି ନିଯୁକ୍ତିର ବର୍ତ୍ତମାନର କଲେଜିୟମ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଯଦିଓ ସୁପ୍ରିମକୋର୍ଟର ବିଚାରପତି ଏ ଦିଗରେ ନିରବ ରହିଛନ୍ତି ହେଲେ ଏହି ପ୍ରସଙ୍ଗରେ ଶୁଣାଣି ବେଳେ ବିଚାରପତି କହିସାରିଛନ୍ତି କଲେଜିୟମ ବ୍ୟବସ୍ଥାକୁ…

୧୯ ବର୍ଷରୁ କମ ଟି୨୦ ବିଶ୍ୱକପ : ଆମେରିକା ଟିମ ଦେଖି ଲୋକେ କହିଲେ, ଏହା ଭାରତ ବି’ ଟିମ

ଡର୍ବାନ: ଦକ୍ଷିଣ ଆଫ୍ରିକାରେ ଆସନ୍ତା ମାସରୁ ଆରମ୍ଭ ହେବ ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟ । ଏ ନେଇ ଆଜି ଆମେରିକାର ଟିମ ଘୋଷଣା କରାଯାଇଥିଲା । ତେବେ ଏହି ଟିମର ଖେଳାଳିମାନଙ୍କ ନାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲା । ଅଧିକାଂଶ ଖେଳାଳି ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ…

ଭାରତର ବ୍ରହ୍ମାସ୍ତ୍ର ଅଗ୍ନି-୫, ସଫଳ ହେଲା ରାତି ପରୀକ୍ଷଣ

ଭଦ୍ରକ: ଭାରତର ସବୁଠୁ ବଡ଼ ଶକ୍ତିଶାଳୀ ମିସାଇଲ୍ ଅଗ୍ନି-୫ର ପରୀକ୍ଷଣ ସଫଳ ହୋଇଛି । ଅବ୍ଦୁଲ କାଲାମ ଦ୍ୱୀପରୁ ରାତିରେ ହୋଇଥିବା ପରୀକ୍ଷଣରେ ପ୍ରଥମ ଥର ପାଇଁ ମିସାଇଲକୁ ତାର ସମ୍ପୂର୍ଣ୍ଣ କ୍ଷମତାରେ ଉତକ୍ଷେପଣ କରାଯାଇଛି । ଅର୍ଥାତ୍ ଅଗ୍ନି-୫ ତାର ଟାର୍ଗେଟକୁ ୫୫୦୦ କିଲୋମିଟର ଦୂର ଯାଇ ଧ୍ୱଂସ…

ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ପ୍ରିୟ ବନ୍ଧୁ ତାଲିବାନ, ୧୧ ମୃତ

କରାଚୀ:ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ତାର ପ୍ରିୟ ବନ୍ଧୁ ତାଲିବାନ । ଯାହାକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ସୀମା ନିକଟରେ ୩/୪ ଦିନ ହେବ ତୀବ୍ର ଉତେଜନା ଲାଗି ରହିଛି । ଏହି ସଂଘର୍ଷରେ ୧୧ ପାକିସ୍ତାନୀ ଓ ଜଣେ ଆଫଗାନୀଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ…

ସଂସଦରେ ଅର୍ଚ୍ଚନା ମାମଲା ଉଠାଇ ସିବିଆଇ ତଦନ୍ତ ଦାବି କଲା ବିଜେପି

ନୂଆଦିଲ୍ଲୀ: ୨ ମାସରୁ ଅଧିକ ସମୟ ଧରି ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଅର୍ଚ୍ଚନା ନାଗ ମାମଲା ସଂସଦରେ ଉଠିଛି । ଲୋକସଭାର ଅପରାହ୍ଣ ଅଧିବେଶନରେ ବିଜେପି ସାଂସଦ ସୁରେଶ ପୂଜାରୀ ଅର୍ଚ୍ଚନା ନାଗ ମାମଲା ଗୃହରେ ଉଠାଇ ସିବିଆଇ ତଦନ୍ତ ଦାବି କରିଛନ୍ତି । ବରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀ…

ଜାନୁୟାରୀ ୨୬ରେ ରିଲିଜ ହେବ ରାଜକୁମାର ସନ୍ତୋଷୀଙ୍କ ଗାନ୍ଧୀ-ଗଡସେ ଏକ ଯୁଦ୍ଧ ଫିଲ୍ମ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଫିଲ୍ମ ମେକର ରାଜକୁମାର ସନ୍ତୋଷୀ ୯ ବର୍ଷର ବ୍ରେକ ପରେ ତାଙ୍କ ଆଗାମୀ ଫିଲ୍ମ ନେଇ ଆସିଛନ୍ତି । ଗାନ୍ଧୀ-ଗଡସେ ଏକ ଯୁଦ୍ଧ ନାମକ ଏହି ଫିଲ୍ମ ଏବେଠାରୁ ଚର୍ଚ୍ଚାର କାରଣ ସାଜିଛି । ଆସନ୍ତା ବର୍ଷ ଜାନୁୟାରୀ ୨୬ରେ ଏହା ରିଲିଜ ହେବ । ଭାରତରେ ମହାତ୍ମା ଗାନ୍ଧୀ ଏବଂ…

ରଣଜୀ ଟ୍ରଫି: ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ, ବ୍ୟାକଫୁଟରେ ଓଡିଶା

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ବିପକ୍ଷରେ ବରୋନା ଭଲ ସ୍ଥିତିରେ ରହିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୫୭ ରନ ଜବାବରେ ବରୋଦା ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ୫ ୱିକେଟ ହରାଇ ୪୧୬ ରନ ସଂଗ୍ରହ କରି ନେଇଛି । ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ ପାଇଁ ବରୋଦାକୁ ଆଉ ୪୧ ରନ…

ନୂଆବର୍ଷରୁ ଶ୍ରୀମନ୍ଦିରକୁ ମୋବାଇଲ୍ ନେଇ ପାରିବେନି ସେବାୟତ ଓ ଅଧିକାରୀ

ପୁରୀ: ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା । ଅଧିକାରୀ ହୁଅନ୍ତୁ କି ସେବାୟତ ଶ୍ରୀମନ୍ଦିରକୁ ନେବେ ନାହିଁ ସ୍ମାର୍ଟଫୋନ୍ । ବାରମ୍ବାର ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଫଟୋ, ଭିଡିଓ ଭାଇରାଲ୍ ପରେ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନିଷ୍ପତ୍ତି ହୋଇଛି । ସେବାୟତ ଓ…

ଫ୍ଲିପକାର୍ଟ ଓ ଆମାଜନକୁ ମହିଳା କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ଅନଲାଇନରେ ଏସିଡ୍ ବିକ୍ରି ନିଷେଧ ରହିଛି । ତଥାପି ଇ କମର୍ସ ସଂସ୍ଥା ଅନଲାଇନରେ ଏହି ଜୀବନହାନି କାରକ ଏସିଡକୁ ବେଧଡ଼କ ବିକ୍ରି କରୁଛନ୍ତି । ଦିଲ୍ଲୀରେ ୧୭ ବର୍ଷର ସ୍କୁଲ୍ ଛାତ୍ରୀଙ୍କ ଉପରେ ୩ ଯୁବକ ଏସିଡ୍ ଫିଙ୍ଗିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ମହିଳା କମିଶନ…

ପଳାତକ ନୀରବ ମୋଦିଙ୍କ ଶେଷ ଆବେଦନ ଖାରଜ, ସଫା ହେଲା ଭାରତ ପ୍ରତ୍ୟର୍ପଣ ରାସ୍ତା

ଲଣ୍ଡନ: ମନି ଲଣ୍ଡ୍ରଂ ଅଭିଯୋଗ ଆସିବା ପରେ ନୀରବରେ ଓ ଚୁପଚାପରେ ଭାରତରୁ ଖସି ପଳାଇଥିବା ହୀରା ବ୍ୟବସାୟୀ ଏବେ ସମ୍ପୂର୍ଣ୍ଣଭାବେ ଫସିଲେ । ଗୁରୁବାର ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟ ନୀରବଙ୍କ ଭାରତ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଶେଷ ଆବେଦନକୁ ଖାରଜ କରିଦେଇଛନ୍ତି । ନୀରବ ଏବେ ମାନସିକ…