ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା, ସପ୍ତମ ଅଭିଯୁକ୍ତ ଗିରଫ
ଇମ୍ଫାଲ: ମଣିପୁରରେ ଜଣେ ମହିଳାଙ୍କ ଉଲଗ୍ନ ପ୍ୟାରେଡର ଭିଡିଓ ଘଟଣାରେ ପୋଲିସ ସପ୍ତମ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ ପୂର୍ବରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୋଲିସ କହିଛି ଯେ ଏହି ୭ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ନାବାଳକ। ଏହାପୂର୍ବରୁ କୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ୧୧…