ପିଲା ବିଦ୍ୟାଳୟରୁ ଚାଷର କଥା ଶିଖୁ
ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’
ଶିକ୍ଷା - ଆମ ଜୀବନ ସୁଧାରିବାରେ ମଙ୍ଗ ଧରେ, ମାର୍ଗଦର୍ଶକ ସାଜେ । ଆମେ ଛୋଟରୁ ବଡ଼ ହେବା ଭିତରେ ଅନେକ ଶିକ୍ଷା ଗ୍ରହଣ କରୁ । ପ୍ରଥମରୁ ପରିବାରରୁ ଶିକ୍ଷା ପାଇବା ପରେ ବିଦ୍ୟାଳୟ , ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟରେ…