ମହାପ୍ରଭୁଙ୍କ ପୂଜା ନାଁରେ ଅନଲାଇନ୍ ଠକେଇ, ପଶ୍ଚିମବଙ୍ଗରୁ ହେଉଛି ପରିଚାଳିତ
ପୁରୀ: ଲୋକଙ୍କ ଧାର୍ମିକ ଭାବନାର ସୁଯୋଗ ନେଇ ପୁରୀ ଜଗନ୍ନାଥ ମନ୍ଦିରରେ ଅନଲାଇନରେ ପୂଜାର୍ଚ୍ଚନାର ସୁଯୋଗ। ଏକ ଡିଜିଟାଲ୍ ପ୍ଲାଟଫର୍ମ ଭକ୍ତଙ୍କ ଭାବାବେଗ ସହ ଖେଳି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
ରଥଯାତ୍ରା ସମୟରେ ପୁରୀକୁ ଆସି ପାରୁ ନ ଥିବା ଭକ୍ତଙ୍କୁ ମନ୍ଦିର ଓ…