Latest Odisha News

BREAKING NEWS

ବରଫ ଚାଦର ତଳେ ୟୁକ୍ରେନ ସୈନ୍ୟ, ମାଇନସ୍ ୬ ଡିଗ୍ରୀରେ ବି କର୍ତ୍ତବ୍ୟକୁ ଗୁରୁତ୍ୱ

କିଭ୍ : ରୁଷ ଆକ୍ରମଣ ପାଇଁ ଜାଗ୍ରତ ପ୍ରହରୀ ସାଜିଛନ୍ତି ୟୁକ୍ରେନ ସୈନ୍ୟ । ଦେଶ ସୁରକ୍ଷାରେ ନିୟୋଜିତ ଯବାନମାନଙ୍କୁ ପ୍ରବଳ ଥଣ୍ଡାରେ ବି କର୍ମକ୍ଷେତ୍ରରେ ରହିବାକୁ ପଡୁଛି । ଏଠି ତାପମାତ୍ରା ମାଇନସ୍ ୬ ଡିଗ୍ରୀ । ୟୁକ୍ରେନ ସୈନିକ ବଙ୍କର ଭିତରେ । ବରଫପାତ ସତ୍ତ୍ୱେ କର୍ତ୍ତବ୍ୟରୁ…

ବେଆଇନ ଭାବେ ଜଙ୍ଗଲ ଜମି ଅକ୍ତିଆର, ବିରୋଧ କଲେ ଗ୍ରାମବାସୀ

କାମାକ୍ଷାନଗର : ରେକୁଳା ଗ୍ରାମବାସୀ ପକ୍ଷରୁ ଖେମକା କମ୍ପାନୀକୁ ବିରୋଧ । ଜଙ୍ଗଲ ଜମିକୁ ନେଇ କାମାକ୍ଷାନଗର ମହୁଲପାଳ ସ୍ଥିତ ରେକୁଳା ଗାଁରେ ଦେଖାଦେଇଛି ଅସନ୍ତୋଷ । ବେଆଇନ ଜଙ୍ଗଲ ଜମି ଅକ୍ତିଆର , ଜଙ୍ଗଲ ନଷ୍ଟ ସହିତ ଜଙ୍ଗଲରୁ ମାଟି ନେଇ ପୋଖରୀ ଖୋଳିବା ଅଭିଯୋଗରେ ଖେମକା ରିଫାକ୍ଟୋରି…

ମୋବାଇଲରୁ ଡିଲିଟ ଫଟୋ, ଭିଡିଓ ପାଇବେ କେମିତି ? ଜାଣନ୍ତୁ ସହଜ ଉପାୟ

ଆଜିକାଲି ସ୍ମାର୍ଟ ଫୋନର ବ୍ୟବହାର ଖୁବ ବଢିଗଲାଣି । ୟୁଜର୍ସ ଅତି ଜରୁରୀ ଫାଇଲକୁ ବି ନିଜ ସ୍ମାର୍ଟ ଫୋନରେ ଷ୍ଟୋର କରି ରଖିବା ଅଭ୍ୟାସରେ ପକାଇ ଦେଲେଣି । ତେବେ ସମସ୍ୟା ହେଉଛି, ଯଦି କେବେ ଫୋନ ଖରାପ ହୋଇ ଯାଏ ବା ହଜିଯାଏ ତେବେ କ’ଣ ହେବ ? ଷ୍ଟୋର ହୋଇଥିବା ଫାଇଲ ଏବଂ ଫଟୋ ମିଳିବ ତ…

ଭିଜିଲାନ୍ସ ଜାଲରେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ

ଯାଜପୁର : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଧରାପଡ଼ିଲେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ । ଜଣେ ଶିକ୍ଷକଙ୍କୁ ବକେୟା ପ୍ରାପ୍ୟ ପାସ କରାଇବା ଲାଗି କିରାଣୀଙ୍କ ମାଧ୍ୟମରେ  ନେଉଥିଲେ ୩୦ହଜାର ଟଙ୍କା  । ଲାଞ୍ଚ ନେଉଥିବା ବେଳେ ମାଡି ବସିଲା କଟକ ଭିଜିଲାନ୍ସ ଟିମ…

ଆତଙ୍କ ଖେଳାଇଲା ମହୁମାଛି ; ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର : ରଜାମରା ଗାଁରେ ମହୁମାଛି ଆତଙ୍କ ।  ମହୁମାଛି ଆକ୍ରମଣରେ ଚାଲିଗଲା ଜଣେ ନାବାଳକର ଜୀବନ । ଏକମାତ୍ର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ମା  । ମୃତ ନାବାଳକ ଜଣକ ହେଉଛନ୍ତି ରଜାମରା ଗାଁର ପିଙ୍କୁ ରଣାଙ୍କ ୧୩ ବର୍ଷୀୟ ଏକମାତ୍ର ପୁଅ ଗୌରୀଶଙ୍କର ରଣା । ସୂଚନା ଅନୁଯାୟୀ ଗତକାଲି…

କିଏ କାହା ଟ୍ରାପରେ ? ପ୍ରମୋଦ ସ୍ୱାଇଁଙ୍କ ବୟାନ ପରେ ନୂଆ ଦ୍ୱନ୍ଦ୍ୱ

ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲାରେ ଇଡି କରୁଛି ଖୋଳତାଡ଼ । ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁଙ୍କୁ ଇଡି କରିଛି ଜେରା । ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ନାଁରେ ଏତଲା କରିଥିଲେ ଅର୍ଚ୍ଚନା । ୨୦୧୭ ନଭେମ୍ୱର ୧୬ ତାରିଖରେ ଭୁବନେଶ୍ୱର ମହିଳା…

ପାକିସ୍ତାନ ଆର୍ମି ମୁଖ୍ୟ ଦାୟିତ୍ୱ ନେଲେ ଜେନେରାଲ ଆସିମ ମୁନିର

ଇସଲାମାବାଦ୍: ପାକିସ୍ତାନର ୧୭ତମ ଆର୍ମି ଚିଫ୍ ହେଲେ ଆସିମ ମୁନିର । ଅବସରେ ନେଲେ ଜାବେଦ ବାଜଓ୍ୱା । ବ୍ୟାଟନ ଅଫ୍ କମାଣ୍ଡ ବା କମାଣ୍ଡ ଷ୍ଟିକ୍ ହସ୍ତାନ୍ତର କରିବା ପରେ ଆର୍ମି ମୁଖ୍ୟ ହୋଇଛନ୍ତି ଆସିମ ମୁନିର । ରାଓ୍ୱଲପିଣ୍ଡିରେ ସ୍ୱତନ୍ତ୍ର ଉତ୍ସବରେ କମାଣ୍ଡ ଷ୍ଟିକ୍ ହସ୍ତାନ୍ତର ହୋଇଛି ।…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ତାୱାରେ ପିଟି ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ : ସ୍ୱାମୀ  ସ୍ତ୍ରୀ ସମ୍ପର୍କ ହେଉଛି ପବିତ୍ର ବନ୍ଧନ । ପ୍ରତ୍ୟେକ ଘରେ ସ୍ୱାମୀ  ସ୍ତ୍ରୀ ମଧ୍ୟରେ ଛୋଟ ମୋଟ ଝଗଡ଼ା ଲାଗି ରହିଥାଏ  । ତେବେ ଏହାରି ଭିତରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରିଛି ସ୍ବାମୀ  । ଏଭଳି ଅମାନବୀୟ ଘଟଣା ମୁମ୍ବାଇର ଭଣ୍ଡୁପରେ…

ରେକର୍ଡ ବଜାୟ ରଖୁଛି ସେମିଳିଗୁଡା: ୭.୪ ଡିଗ୍ରୀ ରହିଛି ପାରଦ

ଭୁବନେଶ୍ୱର: ରାଜ୍ୟରେ ପାରଦ ନିମ୍ନମୁଖୀ ହୋଇଛି । ଫଳରେ ଶୀତ ବଢିବାରେ ଲାଗିଛି । ଗତକାଲିର ରାତି ତାପମାତ୍ରା ରେକର୍ଡ ଅନୁସାରେ ସେମିଳିଗୁଡାରେ ପାରଦ ୭.୪ ଡିଗ୍ରୀକୁ ଖସିଥିଲା । ଜି.ଉଦୟଗିରି ୯ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡି ୯.୫ ଡିଗ୍ରୀ, ନବରଙ୍ଗପୁର ଓ କିରେଇରେ ୧୦ ଡିଗ୍ରୀ, କୋରାପୁଟ…