ପୁଅର ପ୍ରଥମ ଝଲକର ଭିଡ଼ିଓ ସେୟାର କଲେ ସନା ଖାନ୍
ମୁମ୍ବାଇ: ମୁମ୍ବାଇ: ଗତ ୫ ତାରିଖରେ ମାଆ ହୋଇଥିଲେ ବଲିଉଡ଼ ଅଭିନେତ୍ରୀ ସନା ଖାନ୍ । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ସନା ନିଜେ ସୋସିଆଲ ମିଡ଼ିଆରେ ଏହି ଖୁସି ଖବର ସେୟାର କରିବା ସହ ଉଭୟଙ୍କ ପରିବାର ଲୋକେ ବହୁତ ଖୁସି ଥିବା କହିଥିଲେ । ଏବେ ସନା ତାଙ୍କ ନବଜାତ ଶିଶୁପୁତ୍ରର ପ୍ରଥମ ଝଲକ…