Latest Odisha News

BREAKING NEWS

୧୪ ଓ ୧୫ ତାରିଖରେ ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପଭୋକ୍ତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ…

ମା’ଙ୍କ ସ୍ମୃତିରେ ନିର୍ମାଣ କଲେ ତାଜମହଲ

ଚେନ୍ନାଇ: ମୋଗଲ ସମ୍ରାଟ ଶାହାଜାହାନ ପ୍ରେମର ନିଦର୍ଶନ ସ୍ୱରୂପ ନିଜ ପତ୍ନୀ ମମ୍‌ତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଢିଥିଲେ ତାଜମହଲ, ଯାହାକି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ସ୍ମାରକୀ ଭିତରୁ ଅନ୍ୟତମ ।ଏବେ ଜଣେ ଯୁବକ ନିଜ ମାଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରିଛନ୍ତି ଅବିକଳ ତାଜମହଲ,ଯାହାକୁ ନେଇ…

ମେସିଙ୍କ ପରେ ପିଏସଜି ଛାଡିବେ କିଲିୟନ ଏମବାପେ

ପ୍ୟାରିସ: ଫ୍ରାନ୍ସର ଲୋକପ୍ରିୟ ଫୁଟବଲ କ୍ଲବ ପ୍ୟାରିସ ସେଂଟ ଜର୍ମାନକୁ ଆଉ ଏକ ଶକ୍ତ ଧକ୍କା ଲାଗିବାକୁ ଯାଉଛି । ଷ୍ଟାର ଖେଳାଳି ଲିଓନେଲ ମେସିଙ୍କ ପରେ ଟିମର ଅଧିନାୟକ ତଥା ଫ୍ରାନ୍ସ ଷ୍ଟାର କିଲିୟାନ ଏମବାପେ ମଧ୍ୟ ଦଳ ଛାଡିବା ପାଇଁ ନିଷ୍ପତି ନେଇଥିବା ଜଣାପଡିଛି । ଜୁନ ୨୦୨୪ ପରେ ମୁଁ ଏହି…

ଏମିତି ଏକ ଗାଁ: ଯେଉଁଠି ସବୁ ପିଲା ଯାଆଁଳା

କେରଳ: ଡ଼ାକ୍ତରୀ ଗବେଷଣା ଅନୁସାରେ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରେ ୪ଟି ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ଏହା ପ୍ରକୃତିର ବୈଚିତ୍ର । ହେଲେ କେରଳରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରତି ୧ ହଜାରରେ ୪୫ଟି ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ଏହାର କାରଣ କ’ଣ ଓ କାହିଁକି ଏଭଳି ଯାଆଁଳା…

‘ମହାରାଷ୍ଟ୍ର’, ଗାଦିରେ ବସିଲେ, ଲାତ ମାରିଲେ !

ଭୁବନେଶ୍ୱର: ଚର୍ଚ୍ଚାରେ ମହାରାଷ୍ଟ୍ରର ସର୍ଭେ ରାଜନୀତି। ସିନ୍ଦେ ଗୋଷ୍ଠି ଶିବସେନା ପକ୍ଷରୁ ମହାରାଷ୍ଟ୍ରର ଏକ ସର୍ଭେ ସମ୍ପର୍କିତ ବିଜ୍ଞାପନକୁ ନେଇ ଦେଶର ରାଜନୀତି ଚଳଚଞ୍ଚଳ ହୋଇଛି। ଏହି ସର୍ଭେ ଅନୁଯାୟୀ ମହାରାଷ୍ଟ୍ର ଜନତା ଏକନାଥ ସିନ୍ଦେଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ…

ବିଜେପି ନିଜର କଲାନି, ଜଗନଙ୍କୁ ଏବେ ଭଗବାନ ଭରସା !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି। ମୋଦିଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଓ ପ୍ରମୁଖ କେନ୍ଦ୍ରୀୟ ନେତାମାନେ ପ୍ରଚାର ପ୍ରସାର କରିବା ସହ ବିରୋଧୀ ଦଳ ଗୁଡିକ ଉପରେ…

ଶାଶୁ ଘର ଲୋକେ ଯୌତୁକରେ ବାଇକ ମାଗିବାରୁ ବାପ ଘର ଚାଲିଆସିଲା ନବ ବୋଧୂ

କନ୍ଧମାଳ: ବିବାହ ପରେ ପୁଅ ଘର ଲୋକେ ଯୌତୁକରେ ଗାଡି ମାଗିବାରୁ ଶାଶୂ ଘର ଛାଡି ବାପ ଘରେ ହାଜର ହୋଇଛି ନବବୋଧୂ। ଯଦିଓ ଆଜିର ଶିକ୍ଷିତ ସମାଜ ଯୌତୁକ ବିରୋଧୀ ବୋଲି ଦାବି କରୁଛି କିନ୍ତୁ କନ୍ଧମାଳ ବାଲୁଗୁଡାରେ ଯାହା ଘଟିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଦିବାସୀ ଅଧ୍ୟୁଷିତ…

‘ବିହାର ରାଜନୀତି’, ନୀତିଶଙ୍କ ପାଦତଳୁ ମାଟି ଖସୁଛି!

ଭୁବନେଶ୍ୱର: ବିରୋଧୀଙ୍କୁ ଏକାଠି କରି ମୋଦିଙ୍କୁ ସତ୍ତାରୁ ହଟାଇବାକୁ ଯୋଜନାବଦ୍ଧ ଭାବେ ଆଗେଇ ଚାଲିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଝଟକା। ଆଗାମୀ ୨୩ ତାରିଖରେ ପାଟନାରେ ବିରୋଧୀଙ୍କ ବୈଠକ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ବିହାରରୁ ଏକ ବଡ଼ ଖବର ଆସିଛି। ବିହାରର…

କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଛେତ୍ରୀଙ୍କୁ କଲା ଉତ୍ସାହିତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଇଂଟରକଂଟିନେଟାଂଲ କପ ଦିନକୁ ଦିନ ରୋମାଂଚକ ହେବାରେ ଲାଗିଛି । ଭାରତ ସୋମବାର ୧-୦ ଗୋଲରେ ଭାନୁଆଟକୁ ପରାସ୍ତ କରିଥିଲା । ଦଳ ପକ୍ଷରୁ ବିଜୟସୂଚକ ଗୋଲଟି ଅଧିନାୟକ ସୁନୀଲ ଛେତ୍ରୀ ସ୍କୋର କରିଥିଲେ । ଏହି ମ୍ୟାଚ ଅବସରରେ ଷ୍ଟାଡିୟମରେ ଦର୍ଶକଙ୍କ…

ବିଜୁଳି ବିଭ୍ରାଟ ପ୍ରସଙ୍ଗ: ଅମରଙ୍କ ପରେ ସୁବାସ ଟାଟା ଉପରେ ବର୍ଷିଲେ

ଭୁବନେଶ୍ୱର: ଓଡ଼ିଶାରେ ବିଜୁଳି ଯୋଗାଣକୁ ନେଇ ରାଜ୍ୟ ସରକାର ଓ ଟାଟା ପାଓ୍ୱାର ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହାକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଛି। ଏହି ବିବାଦ ମଧ୍ୟରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଟାଟା ପାଓ୍ୱାରକୁ ଦାୟୀ କରି କହିଛନ୍ତି ଯେ, ଟାଟା ପାଓ୍ୱାରର ଲୋଡ୍…