ଶ୍ରୀମନ୍ଦିରର ଜଗମୋହନ ବା ମୁଖଶାଳା (୧)
ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”
ରେଖ ଦେଉଳ ଶୈଳୀରେ ନିର୍ମିତ ବିମାନର ପୂର୍ବ ଦିଗରେ ସଂଯୁକ୍ତ ପୀଢ଼ ଦେଉଳ ଜଗମୋହନ ନାମରେ ଖ୍ୟାତ । ବିମାନ ସହିତ ଏହା ଶ୍ରୀବତ୍ସଖଣ୍ଡଶାଳର ମୁଖ୍ୟ ଅଂଶ ଭାବରେ ବିଦିତ । କାବ୍ୟ କଳ୍ପନାରେ ଏହାକୁ ମହାଲକ୍ଷ୍ମୀ, ନାରାୟଣଙ୍କ…