ମିନା କୁମାରୀଙ୍କ ବାୟୋପିକ୍ରେ ନଜର ଆସିବେ କ୍ରିତି ସାନନ
ମୁମ୍ବାଇ: ଲୋକପ୍ରିୟ ଭେଟେରାନ ଅଭିନେତ୍ରୀଙ୍କ ମଧ୍ୟରୁ ମିନା କୁମାରୀ ହେଉଛନ୍ତି ଅନ୍ୟତମ । ସେ ଫିଲ୍ମରେ ପାୱାରଫୁଲ ଚରିତ୍ରରେ ଅଭିନୟ କରୁଥିବାରୁ ତାଙ୍କୁ ବଲିଉଡ଼ରେ ‘ଟ୍ରାଜେଡି କୁଇନ’ ଭାବେ ବେଶ୍ ପରିଚିତ । ଏହି ଭେଟେରାନ ଅଭିନେତ୍ରୀଙ୍କ ଏକ ବାୟୋପିକ୍ ଉପରେ ଏକ ଫିଲ୍ମ ନିର୍ମାଣ ହେଉଛି ।…