ପାପାରାଜିଙ୍କ ଚପଲ ଉଠାଇ ହୃଦୟ ଜିତିଲେ ଆଲିଆ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ପାପାରାଜିଙ୍କ ଚପଲ ଉଠାଇ ହୃଦୟ ଜିତିଛନ୍ତି ଆଲିଆ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ପରେ ଅନେକ ପ୍ରଶଂସକ ତାଙ୍କର ପ୍ରଶଂସା କରିଛନ୍ତି ।
ବଲିଉଡ଼ର ଲୋକପ୍ରିୟ…