Latest Odisha News

BREAKING NEWS

ଭାଷା ଭାଗବତ : ଭାଷାର ସଂବଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭ୍ୟାସ ମାତ୍ରକେ ବଂଧନ ତହିଁରୁ ମୁକୁଳିଲେ ଜନ ହୁଅଇ ପ୍ରକୃତ ସ୍ବାଧୀନ ଅର୍ଥାତ୍‌ ନିଜ ଇଚ୍ଛାଧୀନ ବାଛି ବିଚାରି କାର୍ଯମାନ କରେ ସେ ନିଜେ ସମାପନ ନିଜକୁ କରି ସଂଶୋଧନ ବିତାଏ ଆନଂଦେ ଜୀବନ ଅନ୍ୟର କଥାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମସ୍ତ ପର୍ବପର୍ବାଣି ଓ ଯାନୀଯାତ୍ରା ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିଥିବା ଦ୍ୱାଦଶ ଯାତ୍ରା ହେଉଛି. ସ୍ନାନଯାତ୍ରା ରଥଯାତ୍ରା,. ଶୟନ,. ଦକ୍ଷିଣାୟନ,…

କିପରି କତାର ପାଇଲା ବିଶ୍ବକପ୍ ଫୁଟବଲ ଆୟୋଜନ? ଦୁଇ ଲକ୍ଷ ମିଲିୟନ ଡଲାର କରିଛି ଖର୍ଚ

କତାର: ବିଶ୍ପକପ୍ ଫୁଟବଲ ମହାସମର ଏବେ କତାରରେ ଚାଲିଛି । ବିଶ୍ବର କୋଣଅନୁକୋଣରୁ ଫୁଟବଲ ପ୍ରେମୀମାନେ କତାରରେ ଡେରା ପକାଇଛନ୍ତି । କତାର ଭଳି ଛୋଟିଆ ଦେଶ ଯାହାର ଲୋକସଂଖ୍ୟା ୨୮ ଲକ୍ଷ । କିପରି ଫୁଟବଲ ବିଶ୍ବକପ୍ ଆୟୋଜନ କରିବାକୁ ଅନୁମତି ପାଇଲା ଏବଂ ତାହା ସଫଳ ଆୟୋଜନ କରିବାରେ ସମର୍ଥ…

ରାଜଧାନୀରେ ଦମ୍ ଦେଖାଇଲେ ଅଙ୍ଗନବାଡି ଦିଦି

ଭୁବନେଶ୍ୱର: ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି। ଏପରି ଅଭିଯୋଗ ଆଣି ସୋମବାର ହଜାର ହଜାର ଅଙ୍ଗନବାଡି କର୍ମୀ ଲୋୟର ପିଏମଜି ଛକରେ ଧାରଣା ଦେବା ଆରମ୍ଭ କରିଛନ୍ତି। ସେପଟେ ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିବାକୁ…

‘ଚାଷୀଙ୍କ ପ୍ରତି ପୋଷ୍ୟ ପୁତ୍ର ଆଚରଣ ବନ୍ଦ କରନ୍ତୁ ରାଜ୍ୟ ସରକାର’

ଭୁବନେଶ୍ୱର: ଚତୁର୍ଥ ଦିନରେ ବିଧାନସଭା ସାମ୍ନାରେ ବିଜେପିର ସତ୍ୟାଗ୍ରହ। ମିଥ୍ୟା ପ୍ରତିଶ୍ରୁତି ପେଡି ଖୋଲିବା ଓ ନିଜର କୁକର୍ମର ଗାରିମା ଲୁଚାଇବା ବନ୍ଦ କରୁ ବିଜେଡି କହିଲେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶାସନ କ୍ଷମତାରେ…

ରାଜନୀତିରେ ‘ରେଳ ଲାଇନ୍ ପ୍ରକଳ୍ପ’, ପରସ୍ପରକୁ ଦୋଷ ଠେଲିଲେ ରାଜ୍ୟ-କେନ୍ଦ୍ର

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ରୋଚକ ହେଉଛି। ପ୍ରଥମେ ଫସଲ ବୀମାକୁ ନେଇ ରାଜନୀତି ଜୋରଦାର ହୋଇଥିବା ବେଳେ ଏବେ କେନ୍ଦ୍ର ରେଳ ଲାଇନ୍ ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଆରୋପ ପ୍ରତ୍ୟାରୋପ କରି ପରସ୍ପରକୁ ଦୋଷ ଠେଲୁଥିବା ଦେଖିବାକୁ…

ଗୁଜରାଟ ନିର୍ବାଚନ: ଏଥର କାହାକୁ ସମର୍ଥନ ଦେବେ ମୁସଲିମ୍ ମତଦାତା ?

ଅହମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ଏବେ ସାରା ଦେଶର ନଜର ରହିଛି । ଏହି ବିଧାନସଭା ନିର୍ବାଚନରେ ମୁସଲିମ ଭୋଟର କାହାକୁ ସମର୍ଥନ କରିବେ ତାହା ମଧ୍ୟ ଚର୍ଚା ହେଉଛି । ବିଜେପି ପୂର୍ବଥର ଭଳି ଏଥର ମଧ୍ୟ ଜଣେ ବି ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇନଥିବା ବେଳେ କଂଗ୍ରେସ ୬ ଜଣଙ୍କୁ…

ହିଜାବ ବିରୋଧୀଙ୍କୁ ସମର୍ଥନ କରି ଜାତୀୟ ସଂଗୀତ ଗାଇଲେନି ଇରାନ ଖେଳାଳି

କତାର:  ଇରାନରେ ହିଜାବ ବିରୋଧରେ ମହିଳାମାନଙ୍କ ଆନ୍ଦୋଳନକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି । ଏହାକୁ ନେଇ ଇରାନ ସରକାର ବିରୋଧୀଙ୍କ ଉପରେ ନିର୍ଯାତନା ଦେବା ସହ କଠୋର ଦମନ ନୀତି ଚଳାଇଥିବା ଅଭିଯୋଗ ହେଉଛି । ତେବେ ହିଜାବ ବିରୋଧୀ ଆନ୍ଦୋଳନକୁ ଫିଫା ବିଶ୍ବକପରେ ସମର୍ଥନ କରିଛନ୍ତି…

କଟକଣା ହଟିବା ପରେ ବି ବିଧାୟକଙ୍କ ପାଇଁ ଭିଡିଓ କନଫରେନସିଂ ବ୍ୟବସ୍ଥା?

ଭୁବନେଶ୍ୱର: ରାଜ୍ୟ ସରକାର କରୋନା ସଂପର୍କିତ ସମସ୍ତ କଟକଣା ପ୍ରତ୍ୟାହାର କରିଛନ୍ତି। ଏହାର ଅର୍ଥ ମାସ୍କ ନପିନ୍ଧିଲେ କିମ୍ବା ସାମାଜିକ ଦୂରତା ନରଖିଲେ କୌଣସି ପ୍ରକାର ଜୋରିମାନା ରହିବ ନାହିଁ। ଏହାପରେ ବିଧାନସଭାରୁ ମଧ୍ୟ କରୋନା କଟକଣା ହଟିଛି। କିନ୍ତୁ ବିଧାନସଭାରେ ଉପସ୍ଥିତ ରହିବାକୁ…

ଇରାନକୁ ୬-୨ରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ଦୋହା: ଫିଫା ବିଶ୍ୱକପରେ ସୋମବାର ଇଂଲଣ୍ଡ ୬-୨ ଗୋଲରେ ଇରାନକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି । ୫ଜଣ ଖେଳାଳି ଇଂଲଣ୍ଡ ପକ୍ଷରୁ ଗୋଲ ସ୍କୋର କରିଥିଲେ । ବୁକାୟା ସାକା ସର୍ବାଧିକ ୨ଟି ଗୋଲ ଦେଇଥିଲେ । ରହୀମ ଷ୍ଟର୍ଲିଂ, ଜ୍ୟୁଡ ବେଲିଂହାମ, ଜ୍ୟାକ ଗ୍ରିଲିଶ ଓ…