ଦାମି ଗାଡ଼ିରେ ଆସିଲେ ଚୋର, ଚୋରି କରିନେଲେ ୧୫୦ ଟଙ୍କା ମୂଲ୍ୟର ଲୁଣ
ମଧ୍ୟପ୍ରଦେଶ: ପ୍ରତ୍ୟେକ ସହରରେ ପ୍ରତିଦିନ ଛୋଟ ଏବଂ ବଡ ଚୋରି ହୋଇଥାଏ । ଚୋରମାନେ ଘରେ ପଶି ସୁନାରୂପା ଅଳଙ୍କାର,ଟଙ୍କା ସହିତ ଦାମି ଜିନିଷପତ୍ର ଚୋରି କରି ନେଇଥାନ୍ତି । ଏମିତି କି ଦୋକାନର ସଟର ଭାଙ୍ଗି ମଧ୍ୟ ଚୋରମାନେ ଲୁଟ୍ପାଟ୍ କରିଥାନ୍ତି । କିନ୍ତୁ ଏମିତି ଏକ ଚୋରି ବିଷୟରେ…