ବିଧାୟକ କିଣାବିକା ମାମଲା: ବିଜେପି ମହାସଚିବଙ୍କୁ ସମନ୍ କଲା ତେଲେଙ୍ଗାନା ଏସଆଇଟି
ହାଇଦ୍ରାବାଦ: ତେଲେଙ୍ଗାନାରେ ଶାସକ ଦଳ ବିଆରଏସ ବିଧାୟକଙ୍କୁ କିଣାବିକା ମାମଲା ବଢିବାରେ ଲାଗିଛି । ତେଲେଙ୍ଗାନା ଡିଜିପି ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ । ଏବେ ଏହି ପ୍ରସଙ୍ଗରେ ଏସଆଇଟି ବିଜେପିର ଅନ୍ୟତମ ଶୀର୍ଷ ନେତାଙ୍କୁ ସମନ୍ କରିଛନ୍ତି । ଦଳର ମହାସଚିବ ବି.ଏଲ୍…