ମାଗଣା ଆମ୍ବୁଲାନ୍ସ ପାଇଁ ୮୦୦୦ ମାଗିଲେ ଡ୍ରାଇଭର; ପୁଅ ଶବକୁ ବ୍ୟାଗ୍ରେ ପୂରାଇ ୨୦୦ କିମି ଯାତ୍ରା କଲା ବାପା
କୋଲାକାତା: ମାଗଣା ଆମ୍ବୁଲାନ୍ସ ସେବା ପାଇଁ ୮୦୦୦ ମାଗିଲେ ଡ୍ରାଇଭର। ଶେଷରେ ଅନ୍ୟ ଉପାୟ ନ ପାଇ ୫ ମାସର ପୁଅର ଶବକୁ ବ୍ୟାଗ୍ରେ ପୂରାଇ ୨୦୦ କିମି ବସ୍ରେ ଯାତ୍ରା କଲେ ବାପା। ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ କାଳିଆଗଞ୍ଜରେ।
ଖବର ଅନୁସାରେ ଅଶୀମ ଦେବଶର୍ମା ନାମକ ଜଣେ ବ୍ୟକ୍ତିଙ୍କର ୫…