ଟ୍ରେନ ଦୁର୍ଘଟଣା: ସହାୟତା ନୁହେଁ, ସ୍ଥାୟୀ ସହାୟତା ପାଣ୍ଠି ଉପରେ ସୋନୁ ସୁଦ୍ଙ୍କ ଗୁରୁତ୍ୱ
ମୁମ୍ବାଇ: ବାହାନାଗା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ ବଲିଉଡ଼ ଅଭିନେତା ସୋନୁ ସୁଦ ଦୁଃଖ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି । ଏଭଳି ଦୁଃଖ ସମୟରେ ରାଜନୈତିକ ଦଳଗୁଡ଼ିକ ପରସ୍ପର…