Latest Odisha News

BREAKING NEWS

ଫିଫା ବିଶ୍ୱକପ: ଏଥର ହ୍ରାସ ହେବ କି ୟୁରୋପର ଆଧିପତ୍ୟ

ଦୋହା: କାତାରରେ ଆଉ ୪ ଦିନ ପରେ ଆରମ୍ଭ ହୋଇଯିବ ଫିଫା ବିଶ୍ୱକପ । ଏଥର ୟୁରୋପର ୨୦ ବର୍ଷର ଆଧିପତ୍ୟ ଦକ୍ଷିଣ ଆମେରିକୀୟ ଦେଶ ହ୍ରାସ କରିବେ କି ? ମୂଖ୍ୟତଃ ଲିଓନେଲ ମେସି ଓ ନେମାର ନିଜ ନିଜ ଦେଶକୁ ଚାମ୍ପିୟନ କରାଇ ପାରିବେ ତ? ସବୁ ବିଶ୍ୱକପରେ ଆର୍ଜେଂଟିନା ଓ ବ୍ରାଜିଲ ବିଶ୍ୱକପ ଦାବୀଦାର…

କଲେଜ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଦୁଇ ଛାତ୍ରଙ୍କୁ ବହିଷ୍କାର ସୁପାରିସ କଲେ ଏସ୍‌ପି

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଖୋଲାଖୋଲି ରାଗିଂ କରାଯାଇଛି ା ଏକାଧିକ ଛାତ୍ର ମହାବିଦ୍ୟାଳୟର ଜଣେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ସର୍ବସମ୍ମୁଖରେ ଦୁର୍ବ୍ୟବହାର ଏବଂ ଅସଦାଚରଣ କରିବା ସଭ୍ୟସମାଜ ପ୍ରତି ଗଭୀର ରେଖାପାତ କରିଛି ା ଛାତ୍ରୀଙ୍କୁ…

ଶ୍ରଦ୍ଧା ମର୍ଡର କେସ- ଅଫତାବ୍ ବିରୋଧରେ ମିଳୁନି ପ୍ରମାଣ, ଚିନ୍ତାରେ ପୋଲିସ

ଦିନକୁ ଦିନ ରହସ୍ୟମୟ ହେଉଛି ଶ୍ରଦ୍ଧା ହତ୍ୟାକାଣ୍ଡ  । ରହସ୍ୟର ପର୍ଦ୍ଦାଫାଶ କରିବା ଦିଲ୍ଲୀ ପୋଲିସ ପାଇଁ  ଏବେ ଚାଲେଞ୍ଜ ହୋଇଗଲାଣି । ଗିରଫ ଅଫତାବର  କ୍ରୁର  ବ୍ୟବହାର ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଗଲାଣି । କାରଣ ଅଫତାବ ବୟାନ ସହ ଏବଂ ପ୍ରମାଣ ମେଳ ଖାଉନି  ।  ଫଳରେ…

ଆରପାରିରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ

ଭୁବନେଶ୍ବର : ବିଳମ୍ବିତ ରାତିରେ ଅବସର ବେଉରିଆଙ୍କର ପରଲୋକ ହୋଇଛି । ହୃତଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ସୂଚନା ।  ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା  । ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ତମନ୍ନା ଭାଟ୍ଟିଆ

ନୂଆଦିଲ୍ଲୀ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତମନ୍ନାଙ୍କ ଘରେ ବାଜିବ ଶାହାନାଇ । ହାତ କୁ ଦି ହାତ ହେବେ ତମନ୍ନା ଭାଟ୍ଟିଆ । ବିବାହ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ସବୁବେଳେ ଚର୍ଚ୍ଚାରେ ରହିଥିବା ତମନ୍ନା ନିଜର ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ଖବର ଅନୁଯାୟୀ , ତମନ୍ନା…

ଆଜି ସରୁଛି ଐତିହାସିକ ବାଲିଯାତ୍ରା,ଉଦ୍‌ଯାପନୀ ସମାରୋହରେ ଯୋଗଦେବେ ରାଜ୍ୟପାଳ

କଟକ : ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୮ତାରିଖରୁ ଆରମ୍ଭ ହୋଇଥିଲା କଟକ ପ୍ରସିଦ୍ଧ ବାଲିଯାତ୍ରା।ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଏହି ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା। ତେଣୁ ଆଜି ସରୁଛି ଏହି ଐତିହାସିକ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ…

ଆଜି ସରିବ ଆଫତାବଙ୍କ ରିମାଣ୍ଡ, କୋର୍ଟରେ ହାଜର କରିବ ଦିଲ୍ଲୀ ପୋଲିସ

ଦିଲ୍ଲୀ : ଦିଲ୍ଲୀ ମେହରୁଲିରେ ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡର ଅଭିଯୁକ୍ତ ଆଫତାବ ପୁନାଓ୍ୱାଲାର ରିମାଣ୍ଡ ଆଜି ସରିବ। ତେଣୁ ପୋଲିସ କୋର୍ଟରେ ତାକୁ ହାଜର କରାଇ ପୁଣି ଥରେ ରିମାଣ୍ଡ ମାଗିପାରେ। ପ୍ରେମିକା ଶ୍ରଦ୍ଧା ଓ୍ୱାକରଙ୍କୁ ହତ୍ୟାର ପୂରା ବିବରଣୀ ଆଫତାବଠାରୁ ଓଗାଳୁଛି ପୋଲିସ। ଗୋଟିଏ ପରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏଥିପାଇଁ ସେମାନଙ୍କୁ ଠିକ ସମୟରେ ଉଚିତ ପାରିଶ୍ରମିକ ଦିଏ ଏବଂ ସୁବିଧା ଅସୁବିଧାରେ ସେମାନଙ୍କ ସାଙ୍ଗରେ କାନ୍ଧ ମିଳାଇ ଠିଆ ହୁଏ । ସମସ୍ତଙ୍କର ବିପଦ ଆପଦରେ ତା' ମାଆ ଆସ୍ଥା ପରି ସୁରେଖା ମଧ୍ୟ ଗୌରୀ ନାନୀ ହୋଇ ଠିଆ ହୋଇଯାଏ…

ଗୁରୁଙ୍କ ପ୍ରତି ବିଶ୍ବାସ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଥରେ ଗୁରୁ ଏବଂ ଶିଷ୍ୟ ଏକ ଗାଁ ଦେଇ ଯାଉଥିଲେ । ଅଳ୍ପ ଦୂର ଚାଲିବା ପରେ ଗୁରୁ ଶିଷ୍ୟଙ୍କୁ କନାଖଣ୍ଡେ ମାଗିଲେ । ଆଜ୍ଞାକାରୀ ଶିଷ୍ୟ କିଛି ବିଚାର ନ କରି ନିଜ ଧୋତିରୁ ଖଣ୍ଡେ ଚିରି ସଙ୍ଗେ ସଙ୍ଗେ ଦେଲେ । ଗୁରୁ ସେହି କନାଖଣ୍ଡକୁ ନିଜ…

ଅନୁବାଦ କବିତା : ସହର

ମୂଳ ରଚନା : ଫେଡେରିକା ଗାର୍ସିଆ ଲୋରକା ୧. ସହର ଏଇ ନଗ୍ନ ପାହାଡ଼ର ଶୀର୍ଷରେ ଏକ କାଲଭାରି ସ୍ୱଚ୍ଛ ଜଳଧାରା ଏବଂ ଶହ ଶହ ବର୍ଷର ପୁରୁଣା ଅଲିଭ ଗଛମାନ ଅଣଓସାରିଆ ରାସ୍ତାରେ ମଫଲରରେ ମୁହଁ ଢାଙ୍କିଥିବା ଲୋକ ଏବଂ ମିନାର ଉପରେ ଥିବା ପବନର ଦିଗ ପ୍ରଦର୍ଶକ ନିଶାଣରେ ଘୁରି…