Latest Odisha News

BREAKING NEWS

ନିର୍ଦ୍ଦିଷ୍ଟ ଧର୍ମର ସ୍ଲୋଗାନ ଉଚ୍ଚାରଣ କରାଇବା ପାଇଁ ଯୁବକଙ୍କୁ ନିସ୍ତୁକ ମାଡ଼

ହାଇଦ୍ରାବାଦ : ହଷ୍ଟେଲରେ ରହୁଥିବା ଛାତ୍ର ଉପରେ ମରଣାନ୍ତକ ଆକ୍ରମଣ । ସୋଶିଆଲ ମିଡିଆାରେ ଭିଡିଓ ଭାଇରାଲ । ଛାତ୍ର ଜଣକ ହେଲେ ଆଇସିଏଫଏଆଇ(ICFAI) ଫାଉଣ୍ଡେସନର ତୃତୀୟ ବର୍ଷ ଛାତ୍ର  । ତାଙ୍କ ନାଁ ହେଉଛି ହିମାଙ୍କ ବଂଶଲ । ଏହି ଦୃଶ୍ୟରେ ହିମାଙ୍କକୁ ତଳେ ପକାଇ କେତେକ ଛାତ୍ର ଗୋଇଠା ବିଧା…

ପଦ୍ମପୁର ଉପନିର୍ବଚାନ ମତଦାନ ସମୟ ହ୍ରାସ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଚାଲିଛି । ଡିସେମ୍ବର ୫ ତାରିଖରେ ହେବ ଭୋଟ୍ ଗ୍ରହଣ । ଉପନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ସର୍ବଦଳୀୟ ବୈଠକ ଡାକିଥିଲେ । ପଦ୍ମପୁର ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ସହ ଶାନ୍ତି, ଶୃଙ୍ଖଳାର ସହ କରିବା ଲାଗି…

ମୃତ୍ୟୁକୁ ନେଇ ଗବେଷଣା : ୫ ଜଣଙ୍କ ମଧ୍ୟରୁ ଜଣେ ହୋଇଥିଲେ ଶୀତଳ ସ୍ପର୍ଶର ନିକଟତର

ନୂଆଦିଲ୍ଲୀ: ମୃତ୍ୟୁକୁ ନେଇ କରାଯାଇଥିଲା ଗବେଷଣା । ୫ଜଣଙ୍କ ମଧ୍ୟରୁ ଜଣେ ଅନୁଭବ କରିଥିଲେ ଶରୀରଠାରୁ ସେ ଦୂରକୁ ଯାଉଛନ୍ତି । ନ୍ୟୁୟର୍କ ୟୁନିଭରସିଟିର ଗ୍ରୋସମ୍ୟାନ ସ୍କୁଲ ଅଫ ମେଡିସିନ ପକ୍ଷରୁ ଏହି ଗବେଷଣା କରାଯାଇଥିଲା । ହାର୍ଟ ଆଟାକ ଆସିବା ପରେ କାର୍ଡିୟୋ ପଲମୋନାରୀ ରିସସିଟେଶନ…

IQରେ ଆଇନଷ୍ଟାଇନଙ୍କୁ ଟପିଗଲା ୧୧ ବର୍ଷର ବାଳକ

ନୂଆଦିଲ୍ଲୀ:ବୁଦ୍ଧିରେ ଆଇନଷ୍ଟାଇନଙ୍କୁ ବଳିଗଲା ଏଇ କୁନି ବାଳକ । IQ ଟେଷ୍ଟରେ ଆଇନଷ୍ଟାଇନଙ୍କୁ ପଛରେ ପକାଇଲା । ଭାବୁଥିବେ ଏତେ ଛୋଟ ପିଲାର ଏତେ ବୁଦ୍ଧି ? ଖାଲି ଆାଇନ ଷ୍ଟାଇନଙ୍କୁ ନୁହେଁ, ଷ୍ଟିଫେନ ହକିଂଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।  ବିଶ୍ୱାସ ଲାଗୁ ନଥିଲେ ବି   ସତ ।…

ଆନ୍ଦୋଳନରତ ହାଇକୋର୍ଟ ଓକିଲଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ଛାଟ । ଆନ୍ଦୋଳନକୁ ବନ୍ଦ କରି ବୁଧବାରଠାରୁ କାର୍ଯ୍ୟାରମ୍ଭ କରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ଏପରି ନକରିଥିବା ଆଇନଜୀବୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ହେବ  । କେବଳ ସେତିକି ନୁହେଁ, ସେମାନଙ୍କ ଲାଇସେନ୍ସ…

ବାପା ହେବେ ବରୁଣ ଧଓ୍ବନ, ହିଣ୍ଟ୍‌ ଦେଲେ ସଲମାନ ଖାନ୍‌

ନୂଆଦିଲ୍ଲୀ : ବାପା ହେବାକୁ ଯାଉଛନ୍ତି ବରୁଣ ଧଓ୍ପନ । ଘରକୁ ଆସିବେ କୁନି ଅତିଥି  । ବାପା ହେବା କଥା ନେଇ ରିୟାଲିଟି ଟିଭି ଶୋ ବିଗ୍‌ବସ୍‌ରେ ଖୁଲାସା । ଲାଜେଇ ଗଲେ ବରୁନ ଧଓ୍ବନ ।  ରଣବୀର କପୁର କରଣ ସିଂ ଗ୍ରୋଭର ପରେ ବରୁଣ ମଧ୍ୟ ବାପା ହେବେ । ବଲିଓଡ ଅଭିନେତ୍ରୀ ଆଲିଆଭଟ ଓ ବିପାଶା…

ହିଜାବ ଆନ୍ଦୋଳନ: ପ୍ରଥମ ଥର ପାଇଁ ଆନ୍ଦୋଳନକାରୀଙ୍କୁ ଫାଶୀ ଦେବେ ଇରାନ ସରକାର

ତେହେରାନ: ହିଜାବକୁ ବିରୋଧ କରି ଇରାନରେ ସେପ୍ଟମ୍ବର ୧୬ରୁ ଆନ୍ଦୋଳନ ଚାଲିଛି । ଏଥିରେ ଅନେକ ମୃତାହତ ମଧ୍ୟ ହେଲେଣି । ତେବେ ଅନ୍ଦୋଳନ କମିବା ବଦଳରେ ବଢ଼ି ଚାଲିଛି । କେତେକ ବିଦେଶୀ ମିଡିଆ ରିପୋର୍ଟ ଅନୁସାରେ ଏହି ଆନ୍ଦୋଳନରେ ସାମିଲ ଜଣେ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଇରାନ ସରକାରଙ୍କ…

କରନ୍ତୁ ଏଲଆଇସିର ଏହି ବୀମା , ପାଆନ୍ତୁ ମାସିକ ୩୬ ହଜାର ଟଙ୍କା

ପ୍ରାଇଭେଟ ଚାକିରି । ପେନସନ୍ ନାହିଁ । ସେଥିପାଇଁ ଚିନ୍ତା କରୁଛନ୍ତି କି ? ଆପଣଙ୍କର ଏହି ଚିନ୍ତା ଦୂର କରିଦେବ ଏଲଆଇସି । ଏଲଆଇସି ଆଣିଥିବା ଏହି ପଲିସି କଲେ ଆପଣ ମାସକୁ ପାଇ ପାରିବେ ୩୬ ହଜାର ଟଙ୍କା । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କ’ଣ ଏଇ ପଲିସି ? କେତେ ଟଙ୍କା ଏଥିପାଇଁ ଇନଭେଷ୍ଟ…

ନେତାଜୀ ଜୟନ୍ତୀ ଜାତୀୟ ଛୁଟି ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ନେଇ ଦାୟର ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହାସହିତ ସେଦିନ ପରାକ୍ରମ ଦିବସ ବି ପାଳନ କରାଯିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, କୌଣସି ଦିବସକୁ ଜାତୀୟ…

ଚିଟଫଣ୍ଡ ମାମଲା; ଆମିକସକ୍ୟୁରୀ ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚିଟଫଣ୍ଡ ଠକେଇ ମାମଲାରେ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରଓ୍ୱାଲଙ୍କୁ ଆମିକସକ୍ୟୁରୀ ଭାବେ ନିଯୁକ୍ତ କଲେ ସୁପ୍ରିମକୋର୍ଟ । ଆଜି ଚିଟଫଣ୍ଡ ଠକେଇ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ସିବିଆଇ ସତ୍ୟପାଠ ଦାଖଲ ପାଇଁ ସମୟ ମାଗିଛି । ତେଣୁ ସୁପ୍ରିମକୋର୍ଟ ୨୫ ତାରିଖରେ ସତ୍ୟପାଠ…