Latest Odisha News

BREAKING NEWS

କବିତା : ଧନ୍ୟରେ ସନ୍ତାନ

ବିଳାସିନୀ ପୃଷ୍ଟି ଜନନୀ ଜଠରେ ଦଶମାସ ଧରି ଭୂମିରେ ଦେଲେ ଭୂମିଷ୍ଠ ପ୍ରଥମେ ବସୁଧା ଛୁଇଁଲୁ ଯେବେତୁ ମା' ଭୁଲିଲା ମାତୃତ୍ଵ କଷ୍ଟ। କେତେ କଷ୍ଟ ସହି ତୁମ ଓଠେ ହସ ପିତା ତୁମ ବାଣ୍ଟି ଦେଲେ ନିତି ଅଳି ଅର୍ଦ୍ଦଳି ସହ୍ୟ କରିଣ ସେ ଛୋଟରୁ ବଡ଼ କରିଲେ । ବାଲ୍ୟାବସ୍ଥା ଗଲା ଶୈଶବ…

ଭାଷା ଭାଗବତ : ଆମର ବୌଦ୍ଧିକ ଆଳସ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁନର୍ଲିଖନ କରି କରି ସମୟ ଯାଏ ଯଦି ସରି କେବେ କରିହୁଏନି ଚିଂତା ଆମର ଏପରି ଅବସ୍ଥା ଆମ ବ୍ୟତୀତ କିଏ ଦାୟୀ ? କେହି ତ କହଂତୁ ବୁଝାଇ ନିଜ ଭାବନା ପ୍ରତି ଭୟ ରହିଲେ ଘଟେ ପରାଜୟ ଏମିତି ବହୁ ନୀତିବାଣୀ ପଢ଼ି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢାର ପ୍ରଥମ ମନ୍ଦିର ଶ୍ରୀ ସତ୍ୟନାରାୟଣ ମନ୍ଦିର କଥା ଆମେ ଆଲୋଚନା କରୁଛେ। ଏହି ମନ୍ଦିରଟି ପ୍ରାୟ ୨୫ ଫୁଟ ଉଚ୍ଚା ଓ ପଞ୍ଚ ରଥ ବିଶିଷ୍ଟ ଅଟେ। ମନ୍ଦିର ସମ୍ମୁଖରେ ଏକ ମୁଖଶlଳା (ମଣ୍ଡପ )ଅଛି ଓ ଏହା…

ଲକ୍ଷେ ସୈନ୍ୟଙ୍କ ମୃତାହତ ପାଇଁ ଚିନ୍ତାରେ ପୁଟିନ!

ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ 8 ମାସର ଯୁଦ୍ଧ ଶେଷ ହେବାକୁ ଯାଉଥିବା ଚର୍ଚା ହେଉଛି ।  ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ଲକ୍ଷାଧିକ ସୈନ୍ୟଙ୍କ ମୃତାହତକୁ ନେଇ ଏବେ ପୁଟିନ ଚିନ୍ତାରେ ଅଛନ୍ତି । ଅଧିକ କ୍ଷତି ହେଉ ତାହା ଚାହୁଁନାହାଁନ୍ତି ପୁଟିନ । ସେପଟେ ଆଲୋଚନା ମାଧ୍ୟମରେ ଯୁଦ୍ଧ ଶେଷ…

ରାଜ୍ୟ ସରକାରମାନଙ୍କୁ ଦୁଇଟି କିସ୍ତିରେ ମିଳିଲା ୧,୧୬,୬୬୫ କୋଟି ଟଙ୍କାର ଟିକସ

ନୂଆଦିଲ୍ଲୀ:  କେନ୍ଦ୍ର ସରକାର ଗୁରୁବାର ଦିନ ଦୁଇଟି କିସ୍ତିରେ ଟିକସ ହସ୍ତାନ୍ତର ଆକାରରେ ୧,୧୬,୬୬୫ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରିଛନ୍ତି । ସାଧାରଣ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୩ କୋଟି ଟଙ୍କା ତୁଳନାରେ ଏହି ଅର୍ଥ ଖୁବ ଅଧିକ  ଥିବା ଜଣାପଡିଛି । ଓଡ଼ିଶାକୁ ଟିକସ…

ଧନୁଯାତ୍ରାରେ କଂସ ହେବେ ହୃଷିକେଶ ଭୋଇ

ବରଗଡ଼: କଂସ କିଏ ହେବ ତାକୁ ନେଇ ଗତ ମାସେ ହେଲା ଦ୍ବନ୍ଦ୍ବ ଲାଗି ରହିବା ପରେ ଏଥର ହୃଷିକେଶ ଭୋଇ କଂସ ହେବା ଘୋଷଣା ହୋଇଛି । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଏଥର ହୃଷିକେଶ ଭୋଇ । ହୃଷିକେଶଙ୍କ ନାମକୁ ଚୟନ କରିଛି ଚୟନ କମିଟି । ଆଜି ଯାତ୍ରାର ମୁଖ୍ୟ…

ଜାରି ହେଲା ଏକ ଲକ୍ଷ ଭିସା: ଆମେରିକୀୟ ଭିସା ଚାହୁଁଥିବା ଭାରତୀୟଙ୍କ ପାଇଁ ଖୁସି ଖବର

ଓ୍ବାଶିଂଟନ: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଚାଲିଛି । ଆଉ ଏଭଳି ସମୟରେ ଭାରତୀୟ ଛାତ୍ର ଏବଂ ଚାକିରିଆଙ୍କ ପାଇଁ ଏକ ଲକ୍ଷ ଭିସା ସ୍ଲଟ ଜାରି କରିଛି ଆମେରିକା । ଏହା ଦ୍ବାରା ଭାରତରୁ ଆହୁରି ଏକ ଲକ୍ଷ ଭାରତୀୟ ଆମେରିକା ଯାଇପାରିବେ । କରୋନା କଟକଣା ମଧ୍ୟରେ  ଗତ ଦୁଇ ବର୍ଷ ହେଲା…

ପୁରୀରେ ଆୟୋଜିତ ହେଲା ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ

ପୁରୀ: ଭାରତୀୟ ଭାଷା ଏବଂ ସଂସ୍କୃତି କେନ୍ଦ୍ର ଦିଲ୍ଲୀ ଦ୍ୱାରା ଆୟୋଜିତ ତିନ ଦିବସୀୟ ହିନ୍ଦୀଭାଷା ସମ୍ମିଳନୀକୁ ବରିଷ୍ଠ ରାଜନେତା ତଥା ଭାଷାବିତ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସମାରୋହକୁ ପ୍ରସିଦ୍ଧ ଶିକ୍ଷାବିତ ଓ ନ୍ୟାଶନାଲ ବୁକ ଟ୍ରଷ୍ଟର ପ୍ରଫେସର ମାନସ…

ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ କହିଲେ ‘‘ଓଡ଼ିଶାକୁ ନେଇ ଗର୍ବ କରେ’’

ଭୁବନେଶ୍ବର:  ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇ ଓଡ଼ିଶାର ଇତିହାସ, ସଂସ୍କୃତି, ଐତିହ୍ୟକୁ ମନେପକାଇଛନ୍ତି । ଓଡ଼ିଶା ପାଇଁ ସେ ବି ଅନ୍ୟମାନଙ୍କ ଭଳି ସ୍ବପ୍ନ ଦେଖନ୍ତି ବୋଲି କହିଛନ୍ତି । ଓଡ଼ିଶାର ଭବିଷ୍ୟତ ବିଷୟରେ ଆପଣମାନଙ୍କ ମନରେ କିଛି ନା କିଛି ସ୍ଵପ୍ନ ନିଶ୍ଚୟ ଥିବ…

କୋର୍ଟଙ୍କ ଇଡିକୁ ପ୍ରଶ୍ନ, ଜ୍ୟାକଲିନଙ୍କୁ କାହିଁକି ଗରଫ କରାଯାଉନି ?

ନୂଆଦିଲ୍ଲୀ: ଦିଲ୍ଲୀ ପଟିୟାଲା କୋର୍ଟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମାମଲାରେ ଇଡି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୁକେଶ ଚନ୍ଦ୍ରଶେଖର ସହ ଜ୍ୟାକଲିନ ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲରେ ଫସିଛନ୍ତି । ଯଦି ଜ୍ୟାକଲିନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଅଛି ତାହାହେଲେ ତାଙ୍କୁ…