Latest Odisha News

BREAKING NEWS

ଜୟପୁରରେ ୩ ଦିନ ହେଲା ବୁଲୁଛି ଭାଲୁ, ଲୋକେ ଆତଙ୍କିତ

ଜୟପୁର: ଜୟପୁର ସହରରେ ଭାଲୁ ଆତଙ୍କ । ୩ ଦିନ ହେଲା ଗୋଟିଏ ଭାଲୁ ଜୟପୁର ରେଳ ଷ୍ଟେସନ ଅଞ୍ଚଳରେ ଘୁରୁ ବୁଲୁଛି । ଖବର ପ୍ରଚାର ପରେ ଜୟପୁର ବନଖଣ୍ଡର ଏକ ଟିମ ଭାଲୁକୁ ଖୋଜା ଖୋଜି କରୁଛନ୍ତି । ଗତକାଲି ଭାଲୁଟି ଜୟପୁର ବିମାନବନ୍ଦର ଅଞ୍ଚଳରେ ଦେଖା ଦେଇଥିଲା ଭାଲୁଟି । ଭାଲୁଟିକୁ ଧରି…

୧୪ଟି ଚୋରି ବାଇକ୍ ଜବତ, ୨ ଚୋର ସହ ୩ ଜଣଙ୍କୁ ବାନ୍ଧିଲା ପୋଲିସ

ପାରାଦୀପ: ଟ୍ରାଫିକ୍ ପୋଲିସ ଚେକିଂ ସମୟରେ ଧରା ପଡ଼ିଲା ବାଇକ୍ ଲୁଟେରା ଗ୍ୟାଙ୍ଗ । ପାରାଦୀପ ଥାନା ପୋଲିସ ୨ ଗାଡ଼ି ଚୋରଙ୍କ ସହ ଚୋରି ଗାଡ଼ି କିଣୁଥିବା ଜଣେ ଗ୍ରାହକଙ୍କୁ ଗିରଫ କରିଛି । ଏରସମା ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରୁ ୧୪ଟି ବାଇକକୁ ଜବତ କରିଛି ପାରାଦୀପ ଆଦର୍ଶ ଥାନା ପୋଲିସ ।…

ଦୀପାଳି ଏ ମାଟିର ଝିଅ, ଝାରସୁଗୁଡାବାସୀ ଭୋଟ୍ ଦେଇ ଜିତାଇବେ ବିଶ୍ବାସ: ନବୀନ

ଝାରସୁଗୁଡା: ଝାରସୁଗୁଡ଼ା ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ନିର୍ବାଚନ ମଣ୍ଡଳୀର ଅମିଲିପାଲିରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଦୀପାଳିଙ୍କୁ ପ୍ରଶଂସା କରିବା ସହ ଏ ମାଟିର ଝିଅ ବୋଲି କହିଛନ୍ତି। ଏଥିସହ ଏ…

ଏସିଆନ ଗେମ୍ସ ପାଇଁ ଭାରତୀୟ ବ୍ୟାଡମିଂଟନ ଦଳ ଘୋଷିତ: ସାଇନା, କାଶ୍ୟପ ଦଳରୁ ବାଦ

ନୂଆଦିଲ୍ଲୀ: ଆଗାମୀ ଏସିଆନ ଗେମ୍ସ ପାଇଁ ଭାରତୀୟ ବ୍ୟାଡମିଂଟନ ଦଳ ଘୋଷଣା କରାଯାଇଛି । କରୋନା ମହାମାରୀ ଯୋଗୁ ୨୦୨୨ ଏସିଆନ ଗେମ୍ସକୁ ଘୁଂଚାଇ ଦିଆ ଯାଇଥିଲା । ଘୋଷିତ ୨୦ ଜଣିଆ ଭାରତୀୟ ଦଳରେ ସାଇନା ନେହ୍ୱାଲ ଓ ପାରୁପଲ୍ଲୀ କାଶ୍ୟପଙ୍କୁ ବାଦ ଦିଆଯାଇଛି । ଦୁଇ ଥର ଅଲିମ୍ପିକ ବିଜେତା ପିଭି…

ନିଆରା ଢଙ୍ଗରେ ପ୍ରପୋଜ କଲେ ପ୍ରେମିକ: ବାଥରୁମ୍‌ରେ ରଖିଲେ ହୀରାର ରିଙ୍ଗ୍

ନ୍ୟୁୟର୍କ: ଯୁବକମାନେ ବିବାହ ପାଇଁ ଗର୍ଲଫ୍ରେଣ୍ଡକୁ ପ୍ରସ୍ତାବ ଦେବାବେଳେ ନିଜକୁ ପରିମାର୍ଜିତ ବୋଲି ଦର୍ଶାନ୍ତି । ପ୍ରସ୍ତାବ ଦେବା ପାଇଁ ସେମାନେ ଏକ ମହଙ୍ଗା ରିଙ୍ଗ ଦିଅନ୍ତି, ରାତ୍ରି ଭୋଜନ ପାଇଁ ବଡ଼ ରେଷ୍ଟୁରାଣ୍ଟକୁ ଯାଆନ୍ତି, କିଛି ସୁନ୍ଦର ସ୍ଥାନରେ ଆଣ୍ଠୁମାଡି ରିଙ୍ଗ ଦିଅନ୍ତି ଏବଂ…

‘ଏକନାଥ ସିନ୍ଦେ’, ନିଜେ ବୁଡୁଛନ୍ତି ବିଜେପିକୁ ବି ବୁଡେଇବେ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ ଚର୍ଚ୍ଚା। କର୍ଣ୍ଣାଟକରେ ବିଜେପି ପାଇଁ ପ୍ରଚାର କରିବେ ସିନ୍ଦେ। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ମହାରାଷ୍ଟ୍ରରେ ବଦଳୁଥିବା ରାଜନୈତିକ ସମିକରଣ ଅନୁଯାୟୀ ସିନ୍ଦେଙ୍କ…

ଜୁନ୍ ୧୬ରେ ରିଲିଜ୍ ହେବ ‘ଆଦିପୁରୁଷ’ : ଦିନରାତି ସୁଟିଂ କରୁଛନ୍ତି ଅଭିନେତ୍ରୀ କ୍ରିତି ସାନନ୍‌

ବଲିଉଡ଼: ବଲିଉଡ଼ ଫିଲ୍ମ ‘ଆଦିପୁୁରୁଷ’କୁ ନେଇ ଅଭିନେତ୍ରୀ କ୍ରିତି ସାନନ୍ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଜୁନ୍ ୧୬ ତାରିଖରେ ରିଲିଜ୍ ହେବାକୁ ଯାଉଛି, ଯାହାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି । ଏଥିସହ ସେ ତାଙ୍କର ଆଗାମୀ ଫିଲ୍ମ ‘ଦ କ୍ରିଉ’ର ସୁଟିଂ ମଧ୍ୟ କରୁଛନ୍ତି । କ୍ରିତି ଏବେ…

‘ମଧ୍ୟପ୍ରଦେଶ ବିଜେପି’, ଯେମିତି ଭାଙ୍ଗିଥିଲେ ସେମିତି ଭାଙ୍ଗିବ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପିକୁ ଗୋଟିଏ ଦିନରେ ଡବଲ ଝଟକା ପରେ ସଜାଗ ହୋଇଛି ଦଳ। ଦଳରେ ଅସନ୍ତୁଷ୍ଟ ଓ ବିଦ୍ରୋହୀଙ୍କୁ ମନାଇବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ମଧ୍ୟପ୍ରଦେଶର ଟାଣୁଆ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପୁଅ ଦୀପକ ଯୋଶୀ ଓ ପୂର୍ବତନ…

ମୁଖ୍ୟ ଶାସନ ସଚିବ ଭେଟିନାହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ରାଜ୍ୟରେ ‘କଳାପାହାଡ’ ଶାସନ ଚାଲିଛି:…

ଝାରସୁଗୁଡା: କୋଲାବିରା ଠାରେ ଆୟୋଜିତ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ସମେତ ଅନେକ ପ୍ରସଙ୍ଗକୁ ନେଇ ବିଜେଡି ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଡ୍ୟୁଟିରେ…

ଡବଲ ଇଞ୍ଜିନରେ କିଏ ଖାଇଛି କେତେ ପିସି, ଜବାବ ମାଗିଲେ ରାହୁଲ

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଶେଷ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ବିଜେପିର ନୂଆ ପ୍ଲାନ। ଡବଲ ଇଞ୍ଜିନ ସରକାରର ଆହ୍ୱାନ ଦେଉଥିବା ବିଜେପି ଏବେ ଟ୍ରିପଲ ଇଞ୍ଜିନର କଥା କହିଛି। ନିର୍ବାଚନ ବୈତରଣୀ ପାର ହେବାକୁ ଉଭୟ କଂଗ୍ରେସ ଓ ବିଜେପି ସବୁ ଶକ୍ତି…