Latest Odisha News

BREAKING NEWS

‘ଦ କେରଲା ଷ୍ଟୋରି’କୁ ବିରୋଧ, ତାମିଲନାଡୁରେ ସ୍କ୍ରିନିଂ ବନ୍ଦ

ମୁମ୍ବାଇ : ବଲିଉଡ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ବିରୋଧ କରିବା ଥମୁନି । ଫିଲ୍ମଟି ଅନେକ ରାଜ୍ୟରେ ଭଲ ସମର୍ଥନ ପାଇଥିବା ବେଳେ ତାମିଲନାଡୁରେ କିନ୍ତୁ ଫିଲ୍ମକୁ ଘୋର ବିରୋଧ କରାଯାଉଛି । ଏବେ ତାମିଲନାଡୁରେ ଏହାର ସ୍କ୍ରିନିଂକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ତାମିଲନାଡୁରେ ନାମ ତମିଲର…

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଆକାଶ, ନିଶାନ୍ତ ପ୍ରି କ୍ୱାର୍ଟରରେ

ନୂଆଦିଲ୍ଲୀ: ତାଶକନ୍ଦରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ଆକାଶ ସାଙ୍ଗୱାନ ଓ ନିଶାନ୍ତ ଦେବ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ ନିଜ ନିଜ ବିଭାଗର ମୁକାବିଲାରେ ବିଜୟ ହାସଲ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୬୭ କିଗ୍ରା ବିଭାଗରେ…

ଇଣ୍ଡିଆନ ଓପନ ପାରା ଆଥଲେଟ: ଜୟନ୍ତୀ ଜିତିଲେ ହ୍ୟାଟ୍ରିକ ସ୍ୱର୍ଣ୍ଣ

ବେଙ୍ଗାଲୁରୁ: ଚଳିତ ୫ମ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିୟନଶିପରେ ଓଡିଶାର ଜୟନ୍ତୀ ବେହେରାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୨୦୦ ମିଟରରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ତାଙ୍କର ହ୍ୟାଟ୍ରିକ ସ୍ୱର୍ଣ୍ଣ । ୨୩ ବର୍ଷୀୟା ଏହି ଆଥଲେଟ ଶ୍ରୀଲଙ୍କାର ଦୁଇ…

ମୋଟା ବିଲେଇ ପ୍ରତିଯୋଗିତା: ବହୁ ଭାଗ ନେଲେ, ପୁରସ୍କୃତ ହେଲେ

ମାଲେସିଆ: ଆଜିର ସମୟରେ ଲୋକମାନେ ଫିଟନେସ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ମେଦବହୁଳତା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ଏହି କାରଣରୁ, ଲୋକମାନେ ସେମାନଙ୍କର ଓଜନ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି । ଏହା କେବଳ ମଣିଷମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବରଂ ପଶୁମାନଙ୍କ କ୍ଷେତ୍ରରେ…

ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଲୁଟୁଥିଲେ, ବାନ୍ଧିଲା ଏସଟିଏଏଫ୍

ଭୁବନେଶ୍ୱର: ନକଲି ଭିଜିଲାନ୍ସ ଅଧିକାରୀ ଗିରଫ । ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭୟଭୀତ କରାଇବା, ଲାଞ୍ଚ ନେବା ଓ ବଟି ଆଦାୟ କରୁଥିବା ଅଭିଯୋଗରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର…

ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଲେ ପରିବାରର ୫ ସଦସ୍ୟ

ପାଟନା: ବିହାରର ବୈଶାଳୀ ଏବଂ ମୁଜାଫରପୁର ଏନଏଚ ୨୮ରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା  । ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଶନିବାର ଦିନ ରାତିରେ । ମୁର୍ଜାଫରପୁରର କାଣ୍ଟି ଥାନା ଇଲାକାରେ…

ପ୍ରତ୍ୟେକ ଲେଖକ ଜଣେ ସମୀକ୍ଷକ : ପ୍ରତିଭା ସାହୁ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ହେଉଛନ୍ତି ପ୍ରତିଭା ସାହୁ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ରମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଞ୍ଚାରି ଆଣି ତାକୁ ନେଇ ସେ ସୃଷ୍ଟି କରନ୍ତି କବିତା, ଗଳ୍ପ…

ଅଭୁଲା ଗୀତ : ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ଗୌରାଙ୍ଗ ସାମନ୍ତରାୟ ଗାୟନ : ତୃପ୍ତି ଦାସ ଚଳଚ୍ଚିତ୍ର : ଅଦିନ ମେଘ (୧୯୭୦) ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା ତୋ ଆଗେ କହିଦେବି କହିଲି ବୋଲି ଆଜି କହିଲେ ଯା' ଯା'ରେ ଯା'ରେ ଦିଅର ଟୋକା ସକାଳୁ…

ମେ’ ୯ରେ ସାରା ଦେଶରେ ସାମୁହିକ ହନୁମାନ ଚାଳିଶା ପାଠ

ନୂଆଦିଲ୍ଲୀ:  ସାରା ଦେଶରେ ହେବ ସାମୁହିକ ହନୁମାନ ଚାଳିଶା ପାଠ । ମେ’ ୯ ତାରିଖରେ ସାରା ଦେଶରେ ଏକ ସମୟରେ ଗୁଞ୍ଜରିତ ହେବ ହନୁମାନ ଚାଳିଶା । ଏହି ହନୁମାନ ଚାଳିଶା ପାଠ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜନ କରାଯାଉଛି । କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ପାଇଁ କଂଗ୍ରେସର…

ହୃଦରୋଗର ସର୍ବଶେଷ୍ଠ ବିକାଶ ପ୍ରଦର୍ଶନ ପାଇଁ ଆମ୍ରି ହସ୍ପିଟାଲରେ କାର୍ଡିଆକ୍ କନକ୍ଲେଭ୍

ଭୁବନେଶ୍ବର: ଶନିବାର ଦିନ ଭୁବନେଶ୍ୱରର ଆମ୍ରି ହସ୍ପିଟାଲରେ ହୃଦରୋଗର ସର୍ବଶେଷ୍ଠ ବିକାଶ ପ୍ରଦର୍ଶନ ପାଇଁ ଆମ୍ରି ହସ୍ପିଟାଲରେ କାର୍ଡିଆକ୍ କନକ୍ଲେଭ୍ ଆୟୋଜନ ଆୟୋଜନ କରା ଯାଇଥିଲା । କାର୍ଡିଆକ୍, ଇଣ୍ଟରଭେନସନାଲ କାର୍ଡିଓଲୋଜି ଏବଂ ହୃଦ୍‌ରୋଗ ପ୍ରଣାଳୀ ଉପରେ ପୂର୍ବ ଭାରତର ସବୁଠାରୁ ବଡ଼…