ବାହାନଗା ଟ୍ରେନ ଦୁର୍ଘଟଣା; ଆଉ ୧୩ ଜଣଙ୍କ ମର ଶରୀର ଚିହ୍ନଟ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଉ ୧୩ ଜଣଙ୍କ ମୃତଦେହ ଶନିବାର ଚିହ୍ନଟ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁବନେଶ୍ୱରସ୍ଥିତ ଏମ୍ସରେ ଥିବା ଶବ ଗୁଡିକ ମଧ୍ୟରୁ ବିହାରକୁ ୪ଟି, ପଶ୍ଚିମବଙ୍ଗକୁ ୮ଟି ଓ ଝାଡ଼ଖଣ୍ଡକୁ ଗୋଟିଏ…