ନୁଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ; ବିରୋଧୀଙ୍କୁ ଦେଲେ ଅଷ୍ଟ୍ରେଲିଆ ଉଦାହରଣ
ନୂଆଦିଲ୍ଲୀ: ନୂଆ ସଂସଦ ଭବନ କିଏ ଉଦଘାଟନ କରିବା ଉଚିତ ? ଏହାକୁ ନେଇ ବିବାଦ ତେଜୁଛି । ଇତି ମଧ୍ୟରେ 2୦ ରାଜନୈତିକ ଦଳ ନୂଆ ସଂସଦ ଭବନ ଉଦଘାଟନକୁ ବହିଷ୍କାର କରିବା ପାଇଁ ଘୋଷଣା କରିଛନ୍ତି । କଂଗ୍ରେସ ସମେତ ଏକାଧିକ ବିରୋଧୀ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ଏହାକୁ…