ଜାତୀୟ ସବ ଜୁନିୟର ମହିଳା ହକି:ଅମୀଷାଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷିତ
ରାଉରକେଲା: ହକି ଆସୋସିଏଶନ ଅଫ ଓଡିଶା ଅମୀଷା କୁଲୁଙ୍କ ନେତୃତ୍ୱରେ ଜାତୀୟ ସବ ଜୁନିୟର ମହିଳା ହକି ଚାମ୍ପିୟନଶିପ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି । ମେ ୪ରୁ ୧୪ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଏହି ଚାମ୍ପିୟନଶିପରେ ୨୮ଟି ଟିମ ଅଂଶଗ୍ରହଣ କରିବେ । ସମସ୍ତ ମ୍ୟାଚ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ…