ଆର ପାରିରେ ଅଲିମ୍ପିକ ପଦକ ବିଜେତା ଟୋରୀ ବୋୱି
ନୂଆଦିଲ୍ଲୀ: ବିଶ୍ୱ କ୍ରୀଡା ପାଇଁ ଏକ ଦୁଃଖଦ ଖବର । ଆମେରିକାର ୩୨ ବର୍ଷୀୟା ଅଲିମ୍ପିକ ପଦକ ବିଜେତା ଆଥଲେଟ ଟୋରୀ ବୋୱିଙ୍କ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ଘଟିଛି । ବୋୱିଙ୍କ ମ୍ୟାନେଜମେଂଟ କମ୍ପାନୀ ଓ ୟୁଏସ ଟ୍ରାକ ଏବଂ ଫିଲ୍ଡ ପକ୍ଷରୁ ଏହା ଘୋଷଣା କରାଯାଇଛି । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ…