Latest Odisha News

BREAKING NEWS

ଜମିହରା ପରିବାର ମାନଙ୍କୁ ନ୍ୟାୟ ଦେବ ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫାୟାର ଟ୍ରଷ୍ଟ

ପାରାଦୀପ : ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫାୟାର ଟ୍ରଷ୍ଟ ତରଫରୁ ପାରାଦୀପ ମୁନିସିପାଲିଟି କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବିଗତ ଦିନରେ ପିପିଏଲରେ ଜମି ହରାଇଥିବା ପରିବାର ମାନେ ନିଜ ଜମି ପ୍ରାପ୍ୟ ପାଇଁ ଅନେକ ସମୟରେ ଅନେକ ଆନ୍ଦୋଳନ କରିଥିଲେ ହେଲେ ତାଙ୍କ…

ୟୁଟ୍ଯୁବ ଲିକ୍ ହେଲା ଦମନ୍ ସିନେମା, ଥାନାର ଦ୍ବାରସ୍ଥ ହେଲେ ଫିଲ୍ମ ନିର୍ମାତା

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଓଡିଆ ଫିଲ୍ମ ଦମନ ରିଲିଜ ହୋଇଛି। ପାଖାପାଖି ୫୦ଟି ହଲରେ ଏହି ଓଡିଆ ଫିଲ୍ମଟି ରିଲିଜ ହୋଇଛି। ଗତକାଲି ଏହି ଫିଲ୍ନକୁ ହଲରେ ଦେଖିଛନ୍ତି ଦର୍ଶକ। କିନ୍ତୁ ବିଡମ୍ବନାର କଥା ହେଲା ଏହି ଫିଲ୍ମଟି ରିଲିଜ ହେବାର କେଇ ଘଣ୍ଟା ପରେ ବିଭିନ୍ନ ୟୁଟ୍ୟୁବରେ ଫିଲ୍ମଟିର ହଲ…

ଧରାପୃଷ୍ଠରୁ ମେଲାଣି ନେଲେ ମା’ କାଳୀ

ଯାଜପୁର : ବିଦାୟ ନେଲେ ମା’ କାଳୀ  । ବାଦ୍ୟ, ଘଣ୍ଟ, ସିଂଘ ବାଜା ତାଳେ ତାଳେ ମାଙ୍କୁ ଦେବୀଗଡାକୁ ବିସର୍ଜନ ହେଉଛନ୍ତି ମା ।  ଭସାଣ ଉତ୍ସବ ଆଜି ଶେଷ ହେବ । ଭସାଣ ଉତ୍ସବକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଶାନ୍ତିଶୃଙ୍ଖଳାରେ ଭସାଣ ଉତ୍ସବ ସାରିବା ପାଇଁ ଜିଲ୍ଳା…

କେନ୍ଦୁଝରରେ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ସମଣା ପଞ୍ଚାୟତ ଆଗିରିଆ ଗାଁରେ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ । ଚାଷଜମିକୁ ଜଳସେଚନ ସୁବିଧା ପାଇଁ ,ଗୋବିନ୍ଦପୁର ମାଇନର କେନାଲ ଯୋଗେ ଟୁକୁଣା ଠାରୁ ୯କିଲୋମିଟର ଲମ୍ବର କେନାଲ ପଚିଶ ବର୍ଷ ଧରି ଖୋଳାଯାଇଥିଲେବି ଜମିରେ ପାଣି…

ଯାଜପୁରରେ ପାନୀୟଜଳ ପ୍ରକଳ୍ପର ରଡ୍ ଚୋରି କରି ଯୁବକ ଗିରଫ

ଯାଜପୁର :  ଯାଜପୁରରେ ନିର୍ମାଣଧୀନ ପାନୀୟଜଳ ପ୍ରକଳ୍ପ ପାଇଁ ଆସୁଥିବା ରଡ଼ ଚୋରି କରି ନେଉଯାଉଥିବା ବେଳେ ଧରାପଡିଲା ଯୁବକ। ଯାଜପୁର ଥାନା ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଟୋରେ ରଡ ଚାଲାଣ ହେଉଥିବା ବେଳେ ଧରାପଡିଥିଲା ।  ସେଠାରେ ବ୍ୟବହାର ପାଇଁ ଆସିଥିବା ରଡ଼କୁ ସମ୍ପୃକ୍ତ…

‘ବ୍ରିଦ୍‌ ଇଣ୍ଟୁ ଦ ଶ୍ୟାଡୋସ୍ ସିଜନ୍ ୨’ ଦେଖିବା ପାଇଁ ମନାକଲେ ଜୟା ବଚ୍ଚନ

ନୂଆଦିଲ୍ଲୀ: ଯେତେବେଳେ ବି ପରମ୍ପରା, ଶୃଙ୍ଖଳା ଏବଂ ପ୍ରତିଷ୍ଠା କଥା ଆସେ, ସେତେବେଳେ ବଚ୍ଚନ ପରିବାରର ନାମ ବଲିଉଡରେ ଶୀର୍ଷରେ ଆସିଥାଏ | ବଚ୍ଚନ ପରିବାରର ପ୍ରତ୍ୟେକ ସଦସ୍ୟ ପରସ୍ପରକୁ ବହୁତ ଭଲ ପାଆନ୍ତି | ଅଭିଷେକ ବଚ୍ଚନ ତାଙ୍କ ମା ଜୟା ବଚ୍ଚନ ଏବଂ ପିତା ଅମିତାଭ ବଚ୍ଚନଙ୍କ ସହ ଏକ ବିଶେଷ…

ତିହିଡି ବ୍ଲକରେ ନିର୍ବାଚନ ପରବର୍ତ୍ତୀ ହିଂସା; ୩ ଜଣ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଦେଖିବାକୁ ମିଳିଛି ନିର୍ବାଚନ ପରବର୍ତ୍ତୀ ହିଂସା । ଗତକାଲି ୨ ଜଣ ଓ ଆଜି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୀଡ଼ିତଙ୍କ ଅଭିଯୋଗକୁ ଆଧାକ କରି ଦୁଇଟି ପୃଥକ ମାମଲା ପୋଲିସ ରୁଜୁ କରିଛି । ତେବେ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ ।…

କ୍ରିକେଟ GODଙ୍କ ରେକର୍ଡ ଭାଙ୍ଗିବେ କି KING ?

ପୁରୀ: କ୍ରିକେଟ ଦୁନିଆର ଗଡ ଏବଂ କିଙ୍ଗ ମଧ୍ୟରେ ଏବେ ଚାଲିଛି ମୁକାବିଲା । ଆଜି ଭାରତୀୟ କ୍ରିକେଟର କିଙ୍ଗ ଭାବେ ପରିଚିତ ବିରାଟ କୋହଲି ୩୪ ବର୍ଷରେ ପଦାର୍ପଣ କରିଛନ୍ତି । ଦୀର୍ଘ ଦିନ ଧରି ଖରାପ ଫର୍ମରେ ରହିବା ପରେ ସେ ଏବେ ଲୟକୁ ଫେରିଛନ୍ତି । ବର୍ତମାନ ପ୍ରଶଂସକଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି…

ମୋର୍ବି ଟ୍ରାଜେଡି : ୨କୋଟିରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଓରେଭା ଗ୍ରୁପ୍

ସୁରଟ : ଗୁଜରାଟର ମୋର୍ବି ଝୁଲା ପୋଲ ଅଘଟଣ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ମୋର୍ବି ଟ୍ରାଜେଡିରେ ୧୩୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ପୋଲ ମରାମତି କାମର ଟେଣ୍ଡର ନେଇଥିବା ଓରେଭା ଗ୍ରୁପ୍ ପୋଲ ମରାମତି ପାଇଁ ମଞ୍ଜୁର ୨ କୋଟି ଟଙ୍କାରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ…

ହିନ୍ଦୁ ନେତା ସୁଧୀର ସୁରୀଙ୍କୁ ହତ୍ୟା କରିଛି ଖଲିସ୍ତାନୀ ଆତଙ୍କୀ ଲଖବୀର ?

ଅମ୍ରିତସର: ପଞ୍ଜାବର ଅମ୍ରିତସରରେ ଶୁକ୍ରବାର ହିନ୍ଦୁ ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏବେ ଏହି ଘଟଣା ନୂଆ ମୋଡ ନେଇଛି । କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କୀ ଲଖବୀର ଲଣ୍ଡା ଏହି ହତ୍ୟା ଘଟଣାରେ ନିଜକୁ ଦାୟୀ…