Latest Odisha News

BREAKING NEWS

ପୁରୀରେ ଉଦଘାଟିତ ହେଲା ଶହୀଦ ଜୟୀ ରାଜଗୁରୁ ଫାଉଣ୍ଡେସନ

ପୁରୀ: ପୁରୀର ଗାନ୍ଧୀ ସ୍ମୃତି ପୀଠରେ ଆଜି ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଶହୀଦ ଜୟୀ ରାଜଗୁରୁ ଫାଉଣ୍ଡେଶନ ଓଡିଶା ଚ୍ୟାପ୍ଟରର ଉଦଘାଟନ କରାଯାଇଥିଲା । ଶହୀଦ ଜୟୀ ରାଜଗୁରୁ ଫାଉଣ୍ଡେସନ ନୂଆଦିଲ୍ଲୀ ଓ ସର୍ବୋଦୟ ମେଳା କମିଟି ପୁରୀର ମିଳିତ ସହଯୋଗରେ ଏହାକୁ…

ଶୁଭ୍ରକାନ୍ତ ପଣ୍ଡା ହେଲେ ଫିକି ଇଣ୍ଡିଆର ପ୍ରଥମ ଓଡ଼ିଆ ସଭାପତି

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅଗ୍ରଣୀ କମ୍ପାନୀ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଥିବା ତଥା ଫିକିର ଉପସଭାପତି ଥିବା ଶୁଭ୍ରକାନ୍ତ ପଣ୍ଡା ଫିକିର ସଭାପତି ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ଫିକି ଇଣ୍ଡିଆର ସଭାପତି ହୋଇଛନ୍ତି ଶୁଭ୍ରକାନ୍ତ ପଣ୍ଡା। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ତ୍ରୁଟିଶୂନ୍ୟ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ। ଚଳିତ ମାସ ୧୦ ତାରିଖ ଦିନ ସେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବାକୁ ଯାଉଛନ୍ତି। ଦେଶର ସର୍ବୋଚ୍ଚ ପଦବୀରେ ବସିବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କର ପ୍ରଥମ ଓଡ଼ିଶା ଗସ୍ତ ହେବ। ତେଣୁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି।…

ୟୁକ୍ରେନକୁ ସହଯୋଗ କରି ପାକିସ୍ତାନ ସାଜିଛି ରୁଷର ଶତ୍ରୁ

ମସ୍କୋ: ୟୁକ୍ରେନକୁ ସହଯୋଗ କରିବା ନେଇ ପାକିସ୍ତାନ ଉପରେ ରୁଷ ଅସନ୍ତୁଷ୍ଟ ଅଛି । ଏ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ଏପରିକି ୟୁକ୍ରେନକୁ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ପାକିସ୍ତାନ ସହଯୋଗ କରୁଛି ବୋଲି ରୁଷର ସାଂସଦ ଇଗୋର ମୋରାଜୋଭ ମରାତ୍ମକ ଅଭିଯୋଗ ଆଣିଛନ୍ତି ।…

ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ବିଜୟ ପଛର ଚାରି ପ୍ରମୁଖ କାରଣ

ଓଡିଶା ସମ୍ବାଦ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ ବାଂଲାଦେଶକୁ ହରାଇ ଏବେ ସେମିଫାଇନାଲ ଯିବା ପାଇଁ ବାଟ ସହଜ କରିଛି। ହେଲେ ମ୍ୟାଚ ଆରମ୍ଭରୁ ସ୍ଥିତି କିଛି ଓଲଟା ଥିଲା। ଟିମ୍ ଇଣ୍ଡିଆ ବାଂଲାଦେଶ ବ୍ୟାଟସମ୍ୟାନଙ୍କ ଓ୍ୱିକେଟେ ନନେଇପାରିବା ଅପରପକ୍ଷରେ ଲିଟନ ଦାସ ଭଳି ବ୍ୟାଟସମ୍ୟାନଙ୍କ ଛକା…

ଚୀନକୁ ଟକ୍କର ଦେବେ ଆଇଟିବିପି ଜବାନ, ବିନା ଅସ୍ତ୍ରଶସ୍ତ୍ରରେ ଚାଲିଛି କଡା ପ୍ରଶିକ୍ଷଣ

ନୂଆଦିଲ୍ଲୀ: ଚୀନ ବର୍ଡର ନିକଟରେ ନିୟୋଜିତ ଆଇଟିବିପି ଜବାନ ବିନା ଅସ୍ତ୍ରଶସ୍ତ୍ରରେ କଠିନ ପ୍ରଶିକ୍ଷଣ ନେଉଛନ୍ତି । ଏଥିରେ ଭାରତୀୟ ଜବାନ ସିଦ୍ଧହସ୍ତ ହେଲେ ଚୀନ ସେନାକୁ ସଠିକ ଜବାବ ଦେଇପାରିବେ । ତୁଷରପାତ, ବରଫ ଝଡ, ହିମ ସ୍ଖଳନ ଓ ଅମ୍ଳଜାନ ଅଭାବ ପରିସ୍ଥିତିରେ କିପରି ଶତ୍ରୁକୁ ସାମ୍ନା…

ମତଦାନ ପାଇଁ ପ୍ରସ୍ତୁତ ଧାମନଗର, ସକାଳ ୭ଟାରୁ ୨୫୨ ବୁଥରେ ପଡ଼ିବ ଭୋଟ୍

ଭଦ୍ରକ: ରାତି ପାହିଲେ ଭୋଟ୍ ଦେବେ ଧାମନଗରବାସୀ । ବାଛିବେ ସେମାନଙ୍କ ମନପସନ୍ଦର ନେତା । କଡ଼ା ସୁରକ୍ଷା ବଳୟ ଭିତରେ ଗୁରୁବାର ଧାମନଗର ଉପନିର୍ବାଚନ ପାଇଁ ମତ ଗ୍ରହଣ କରାଯିବ । ସବୁ ବୁଥରେ ସନ୍ଧ୍ୟା ସୁଦ୍ଧା ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ୧୦୦୮ ଜଣ ପୋଲିଂ ଅଫିସର ମୁତୟନ କରାଯାଇଥିବା…

କୋହଲି ଭାଙ୍ଗିଲେ ରେକର୍ଡ, ଶୀର୍ଷରେ ସୂର୍ଯ୍ୟକୁମାର

ଆଡିଲେଡ: ଆଜି ଟି୨୦ ବିଶ୍ୱକପରେ ଭାରତ ପାଇଁ ସବୁ କିଛି ଭଲ ହୋଇଛି କହିଲେ ଭୁଲ ହେବନି । ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଥିବା ବେଳେ ବିରାଟ କୋହଲି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେହିପରି ଟି୨୦ର‌୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ହାସଲ କରିଛନ୍ତି…

ଚାଷ ଜମିରେ ଯୁବକଙ୍କୁ ଦଳିଦେଲା ଦନ୍ତା

କାମାକ୍ଷାନଗର : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବସୁଲେଇ ଗାଁରେ ହାତୀ ଆତଙ୍କ । ୩୩ ଟି ହାତୀକୁ ଦେଖି ଗାଁଲୋକେ ଛାନିଆ । ଏହାସହ ଚାଷ ଜମିରେ ଜଣେ ଯୁବକଙ୍କୁ ଦଳି ଦେଇଛି ଦନ୍ତା । ମୃତ ଯୁବକ ଜଣକ ବସୁଲେଇ ଗାଁର ରାମ ବେହେରା । ରାମ ନିଜ ଘର…

ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଧାମନଗର : ରାତି ପାହିଲେ ଧାମନଗର ଉପନିର୍ବାଚନ । ଭୋଟ୍ ପଡିବା ପୂର୍ବରୁ ବୁଥ୍ ରିଗିଂ ନେଇ ଆଶଙ୍କା କରିଛି ବିଜେପି । ସ୍ୱଚ୍ଛ ଗତ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରୁ ଗୁଣ୍ଡା ମାନେ ଆସି ବୁଥ୍ ଗୁଡିକୁ ରିଗିଂ କରିଥିଲେ । ଜିଲ୍ଲା ପ୍ରଶାସନ ଅବାଧ ଓ ନିରପେକ୍ଷ ଭୋଟିଂ…