ପାକିସ୍ତାନରେ ଓଡ଼ିଶା ସିମ୍ କାର୍ଡ ଅପରେଟ୍ ଘଟଣା, ଯାଜପୁରରେ ୨ ଅଟକ
ଭୁବନେଶ୍ୱର: ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାରେ ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଯାଜପୁରରୁ ଉଠାଇ ନେଲା ଏସ୍ଟିଏଫ୍। ଦେଶଦ୍ରୋହୀ କାର୍ଯ୍ୟ କରିବା ଅଭିଯୋଗରେ ଏସ୍ଟିଏଫ୍ ସେମାନଙ୍କୁ ଅଟକ ରଖିଛି। ସେମାନଙ୍କ ଠାରୁ ମୋବାଇଲ୍ ଜବତ କରାଯାଇଥିବା ବେଳେ…