Latest Odisha News

BREAKING NEWS

କବିତା : ଅଭିଯୋଗ ଯେତେ ଥିଲା

ସଞ୍ଜିତା ପ୍ରଧାନ ଆକାଶର ସବୁ ନକ୍ଷତ୍ର ଯେବେ ଷଡ଼ଯନ୍ତ୍ର ରଚନା କରିବାରେ ଅଗ୍ରୀମ ସ୍ଥାନ ଗ୍ରହଣ କରି ସାରିଛନ୍ତି, ଶୁଭଲଗ୍ନ ମୃତବତ୍ ଲୋଟିପଡିଛନ୍ତି ଅଶୁଭର ପଶାପାଲିରେ, ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ଅନେକ କିଛି ଆଶ୍ରୟ ନେଇଛନ୍ତି ଧୂମୀୟ ଆବରଣେ, ନୟନ ଯୁଗଳ ବହଳ କଳାକନାକୁ ଆଜୀବନ…

ଭାଷା ଭାଗବତ : ଅଶେଷ କ୍ଳେଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନାମ ସାଂବାଦିକଗଣ ଯାହା ଲେଖଂତି ପ୍ରତି ଦିନ ତାହା ହିଁ ଅଧିକ ପଠିତ ହେଉଛି, ଏହା ପୂରା ସତ ଲେଖକ ନାମ ଦେଖି କେହି ପଢ଼ଂତିନାହିଁ ଯେଣୁ ବହି ସଂସ୍ଥାର ଅଜଣା ଲେଖକ ରଖଂତି ସ୍ବଭାଷାର ଟେକ ସବୁ କଥା ଜାଣିବା ପାଇଁ ଦୈନିକ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ବିଷୟରେ ଆଲୋଚନା କରିବା ସମୟରେ ଗୋଟିଏ କଥା ମନକୁ ଆସେ। ଏତେ ସବୁ ସେବା ସୃଷ୍ଟି କଲା କିଏ ? କାରଣ ଗୋଟିଏ ଗୋଟିଏ କାର୍ଯ୍ୟ ସମ୍ପାଦନ ପାଇଁ ୩ /୪ ପ୍ରକାର…

ଜହ୍ନି ଖାଇବା ଦ୍ୱାରା ଏହି ସବୁ ରୋଗରୁ ପାଇବେ ମୁକ୍ତି

ଜହ୍ନି ଏକ ଲୋକପ୍ରିୟ ପରିବା । ଜହ୍ନିକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ଅନେକ ତରକାରୀରେ ମଧ୍ୟ ଆମେ ଜହ୍ନି ବ୍ୟବହାର କରିଥାଉ । ତେବେ ବହୁ ଲୋକ ଅଛନ୍ତି ଯେଉଁମାନେ ଜହ୍ନିକୁ ପସନ୍ଦ କରନ୍ତି ନାହିଁ । ଜହ୍ନି ଏକ କମ୍ କ୍ୟାଲୋରୀଯୁକ୍ତ ପନିପରିବା, ଯାହା ଫାଇବର, ଭିଟାମିନ୍ ସି ଏବଂ…

ଶାସକ ଦଳ ନେତାଙ୍କ ଦୁବାଇ ଗସ୍ତ, ସରକାରୀ ଅର୍ଥର ଅପବ୍ୟବହାର କହି ବର୍ଷିଲେ ବିଜେପି ବିଧାୟକ

ଭୁବନେଶ୍ୱର: ଶାସକ ଦଳ ବିଜୁ ଜନତା ଦଳ ବିଧାୟକଙ୍କୁ ରାଜ୍ୟ ସରକାରଙ୍କ ପାଣ୍ଠିରେ ଦୁବାଇ ପଠାଇବା ପ୍ରସ୍ତାବକୁ ବରିଷ୍ଠ ବିଜେପି ନେତା ତଥା ବିଧାୟକ ସୁବାସ ପାଣିଗ୍ରାହୀ ତୀବ୍ର ବିରୋଧ କରିଛନ୍ତି। ବିଧାୟକ ପାଣିଗ୍ରାହୀ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ଯଦି ବିଜେଡି ବିଧାୟକ ଜଣ…

୯ ବର୍ଷ ପରେ ଭୁଲ୍ ବୁଝିପାରି ଜୋରିମାନା ସହିତ ଭଗବାନଙ୍କ ଚୋରି ସାମଗ୍ରୀ ଫେରାଇଲା ଚୋର

ଭୁବନେଶ୍ୱର: ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ଚୋର ଭୁବନେଶ୍ୱର ନିକଟସ୍ଥ ଏକ ମନ୍ଦିରରୁ ଚୋରି ହୋଇଥିବା ଅଳଙ୍କାରକୁ ପୁଣିଥରେ ଫେରାଇ ଦେଇଛନ୍ତି। ଚୋରି କରିଥିବା ସମସ୍ତ ନୋଟ୍  ତାସାଙ୍ଗକୁ ଜରିମାନା ସହିତ ଫେରାଇ ଦେଇଛନ୍ତି। ଏପରି କାମକୁ ନେଇ ଏବେ ସମସ୍ତଙ୍କୁ ବିସ୍ମିତ କରିଛି। ଏହାକୁ…

ସମୀର ଓ୍ୱାଙ୍ଖଡେଙ୍କ ଉପରେ ସିବିଆଇର ନଜର, କ’ଣ କହିଲେ ତାଙ୍କ ପତ୍ନୀ?

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ମାମଲାରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ଅଡୁଆ ବଢୁଛି। ଏନସିବି ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକ ସମୀରଙ୍କ ବିରୋଧରେ ଦୁର୍ନୀତି ମାମଲାରେ ସିବିଆଇ ଏକ ଏଫଆଇଆର ରୁଜୁ କରିଛି। ସମୀର ୱାଙ୍ଖଡେଙ୍କ ସମେତ ୫…

କିନ୍ନରଙ୍କ କାହାଣୀକୁ ନେଇ ନିର୍ମିତ ହେଲା ଓଡ଼ିଆ ଫିଲ୍ମ ‘ଟି’ : ଟ୍ରେଲର ରିଲିଜ୍‌

ଭୁବନେଶ୍ୱର: ଟ୍ରାନ୍ସଜେଣ୍ଡରଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଫିଲ୍ମ ‘ଟି' । ଏଥିରେ ଜିତେଶ କୁମାର ପରିଡ଼ା ନିର୍ଦ୍ଦେଶନା ଦେଇଛନ୍ତି । ଅଭିନେତା ଦେବାଶିଷ ସାହୁ ମେଘନା ସାହୁ ଚରିତ୍ରରେ ନଜର ଆସିବେ । ତାଙ୍କ ବ୍ୟତୀତ ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ…

ରାସ୍ତା କଡ଼ରେ ବିକ୍ରି ହେଉଛି ମ୍ୟାଙ୍ଗୋ ଅଣ୍ଡା ଆମ୍‌ଲେଟ୍ : ଖାଇବାକୁ ଲୋକଙ୍କ ଭିଡ଼

ଆଜିକାଲି ସୋସିଆଲ ମିଡିଆରେ ଅଜବ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଭିନ୍ନ ଭିନ୍ନ ଖାଦ୍ୟର ଭିଡ଼ିଓ ମଧ୍ୟ ଦେଖିବାକୁ ମିଳେ । କେହି ଚକୋଲେଟ୍ ମୋମୋସ୍‌, ଗୁପ୍‌ଚୁପ୍ ପ୍ରସ୍ତୁତ କରନ୍ତି ତ ଆଉ କିଏ ଅଜବ ଆଇସ୍‌କ୍ରିମ୍ ପ୍ରସ୍ତୁତ କରିଥାନ୍ତି । ଏବେ ଜଣେ ରାସ୍ତାକଡ଼ର ଉଠାଦୋକାନୀ ମ୍ୟାଙ୍ଗୋ…

ଖଟିଆର ମୂଲ୍ୟ ୧ କୋଟି ୧୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦିନ ଥିଲା ଝୋଟରେ ପ୍ରସ୍ତୁତ ଖଟିଆ ପ୍ରତ୍ୟେକଙ୍କ ଘର ଅଗଣାରେ ଦେଖିବାକୁ ମିଳୁଥିଲା । ହେଲେ ଏବେ ଏହା କାଁ ଭାଁଙ୍କ ଘରେ ଦେଖିବାକୁ ମିଳୁଛି । ଏହି ଖଟିଆ ସାଧାରଣତଃ ରାସ୍ତା କଡ଼ରେ ମିଳିଯାଇଥାଏ,ଯାହାର ମୂଲ୍ୟ ବି ବହୁତ କମ୍ ଥାଏ । ହେଲେ ଏବେ ଏହି ଖଟିଆ ଖୁବ୍ ଚର୍ଚ୍ଚାରେ ଅଛି ।…