ବୟଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇ ହଟହଟା ହେଲେ ଗର୍ଲଫ୍ରେଣ୍ଡ: ହୋଟେଲରୁ ଖାଦ୍ୟ ପାର୍ସଲ ନେଇ ପ୍ରେମିକ ଫେରାର
ଯଦି କୌଣସି ବ୍ୟକ୍ତି କାହା ସହିତ ପ୍ରଥମ ଡେଟରେ ଯାଆନ୍ତି, ସେ ବହୁତ ଉତ୍ସାହିତ ହୋଇପଡ଼ନ୍ତି । ଏବେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ପ୍ରଥମ ଥର ଭେଟିବାକୁ ଯାଇ ଖାଦ୍ୟ ପାର୍ସଲ କରି ନେଇ ଚମ୍ପଟ ମାରିଥିଲେ । ହେଲେ ଏହାର ବିଲ ଦେଖି ଚକିତ ହୋଇପଡ଼ିଲେ ଗର୍ଲଫ୍ରେଣ୍ଡ ।
ଏହି ଘଟଣା ବିଷୟରେ ଝିଅଟି…