ଜିତିବାର ୨୪ ଘଣ୍ଟା ପରେ ହାରିଗଲେ କଂଗ୍ରେସ ପ୍ରାର୍ଥୀ; ନିର୍ବାଚନ କମିଶନଙ୍କ ବିରୋଧରେ କୋର୍ଟକୁ ଯିବେ
ବେଙ୍ଗାଲୁର:କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଲା । କଂଗ୍ରେସ ଶିବିରରେ ବିଜୟର ଦୀପାବଳି । ସମସ୍ତେ ମନାଉଛନ୍ତି ବିଜୟ ଉତ୍ସବ । ହେଲେ ଏଇ କଂଗ୍ରେସ ନେତାଙ୍କୁ ଦେଖ, ବିଜୟର ଖୁସିକୁ ଦିନଟିଏ ବି ଉପଭୋଗ କରିପାରିଲେ ନାହିଁ । ବିଜୟର ଦିନକ ପରେ ଅର୍ଥାତ ଗତକାଲି ସେ ଜାଣିବାକୁ…