ସଲମାନଙ୍କ ବିନା ବୋନୀ କାପୁର ଆରମ୍ଭ କରିବେ ନୋ ଏଂଟ୍ରିର ସିକ୍ୱେଲ
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଅଭିନୀତ ନୋ ଏଂଟ୍ରିର ସିକ୍ୱେଲକୁ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ଅଛନ୍ତି । ସଦ୍ୟ ରିପୋର୍ଟ ମୁତାବକ ବୋନୀ କାପୁର ଏହାର ସିକ୍ୱେଲ ସଲମାନଙ୍କ ବିନା କରିବା ପାଇଁ ନିଷ୍ପତି ନେଇଛନ୍ତି । ସଲମାନ ଏବଂ ବୋନୀଙ୍କ ମଧ୍ୟରେ ଏହି ଫିଲ୍ମ ନେଇ ବିବାଦୀୟ…