ସୁରଟରେ ସ୍ବାମୀକୁ ହତ୍ୟା କରି ଚମ୍ପଟ ମାରିଥିବା ସ୍ତ୍ରୀ କନ୍ଧମାଳରୁ ଗିରଫ
କନ୍ଧମାଳ: ସୁରଟରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୁରଟ ପୁଲିସର ଏକ ଟିମ୍ କନ୍ଧମାଳ ଜିଲ୍ଲାର ଏକ ଗାଁରୁ ଜଣେ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ସବିତା ନାୟକ ଓ ମୃତ ସ୍ୱାମୀଙ୍କ ନାଁ ନରେଶ ନାୟକ ବୋଲି ପୁଲିସ କହିଛି।
ସୂଚନା ମୁତାବକ, ନରେଶ ତାଙ୍କ ପତ୍ନୀ ସବିତା ଓ ଦୁଇ…