ସାଧନାରୁ ସିଦ୍ଧି
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ 'ଚେତନାର ଚୌହଦୀ'
ଜୀବନ ଧାରଣ ପାଇଁ ଯେପରି ଆବଶ୍ୟକତା ରହିଛି ଯଥା:- ଅନ୍ନ, ବସ୍ତ୍ର ଓ ବାସଗୃହ। ସେହିପରି ଆତ୍ମାର ପ୍ରଗତି ନିମନ୍ତେ ଉପାସନା, ସାଧନା ଓ ଆରାଧନାର ପ୍ରୟୋଜନ ରହିଛି। ଉପାସନାର ଅର୍ଥ ହେଉଛି, ଭକ୍ତ ନିଜକୁ ଭଗବାନଙ୍କ ପାଖରେ ସମର୍ପଣ…