Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ଗୁମୁଟ ମଧ୍ୟରେ ଆମେ ପ୍ରବେଶ କରିବା। ପ୍ରାୟ ତିରିଶ ଫୁଟ ଉଚ୍ଚା ଏହି ଗୁମୁଟ ମଧ୍ୟରେ ବାମ ଭାଗରେ ଫତେ ହନୁମାନ, ରାଧାକୃଷ୍ଣ, ନୃସିଂହ ଓ ଗଣେଶ…

ଋଷି ସୁନକଙ୍କ କ୍ୟାବିନେଟରେ ତିନି ମହିଳା ମନ୍ତ୍ରୀ ସାମିଲ: ବ୍ରେବରମେନ ପୁଣି ହେଲେ ଗୃହମନ୍ତ୍ରୀ

ଲଣ୍ଡନ: ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଏଥିରେ ତିନି ଜଣ ମହିଳାଙ୍କୁ କ୍ୟାବିନେଟ ମନ୍ତ୍ରୀଭାବେ ସ୍ଥାନ ଦେଇଛନ୍ତି ସୁନକ । ସୁଏଲା ବ୍ରେବରମେନ ପୁଣି ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ । ଟ୍ରସଙ୍କ ମନ୍ତ୍ରୀମଣ୍ଡଳରେ ସେ ମଧ୍ୟ…

କୋଏମ୍ବାଟୁର ବିସ୍ଫୋରଣରେ ଆତଙ୍କୀ ଲିଙ୍କ୍! ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ୟୁଏପିଏ

କୋଏମ୍ବାଟୁର : ଶେଷରେ କୋଏମ୍ବାଟୁର କାର ବିସ୍ଫୋରଣ ମାମଲାରେ ଆତଙ୍କବାଦୀ ଆଇଏସଆଇଏସ ଲିଙ୍କ ଥିବା ପୋଲିସ କହିଛି । ଗତ ରବିବାର ଦିନ ତାମିଲନାଡୁର କୋଏମ୍ବାଟୁରର କୋଟାଇ ଏସୱାରାନ ମନ୍ଦିର ନିକଟରେ ଏକ କାର ଭିତରେ ହୋଇଥିବା ବିସ୍ଫୋରଣ ମାମଲାକୁ ନେଇ ବିଜେପି ଆତଙ୍କବାଦୀ ଲିଙ୍କ୍ ଥିବା ଦାବି…

ଆରପାରିରେ ଅଗାଧୁଆ ମଣିଷ

ମଣିଷ ପୁଣି ବର୍ଷ ବର୍ଷ ଧରି ଗାଧେଇବନି । ଏହା ସହଜରେ ବିଶ୍ୱାସ କରି ହୁଏନି । ଆଜ୍ଞା ହଁ ଇରାନରେ ଆମୋଉ ହାଜି ନାମକ ଏକ ବ୍ୟକ୍ତି ଅଛନ୍ତି । ଯିଏ କି ସାରା ବିଶ୍ୱରେ ଅପରିସ୍କାର ମଣିଷ ଭାବେ ପରିଚିତ । ମଙ୍ଗଳବାର ୯୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଏହି ଚର୍ଚ୍ଚିତ ମଣିଷଜଣକ ୬୦ ବର୍ଷ…

ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆର ବିଜୟ ଅଭିଯାନ ଆରମ୍ଭ

ମେଲବୋର୍ଣ୍ଣ: ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି । ମାର୍କସ ଷ୍ଟୋଇନସ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି…

ବିନା ପ୍ରମାଣରେ ସ୍ୱାମୀଙ୍କ ଚରିତ୍ରହାନୀ କରିବା ଏବଂ ମଦୁଆ କହିବା ନିଷ୍ଠୁରତା : ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିନା ପ୍ରମାଣରେ ସ୍ବାମୀଙ୍କ ମାନହାନୀ କରିବା, ମଦୁଆ, ଚରିତ୍ରହାନୀ ଭଳି କୈାଣସି କଥା କହିବା ଅନ୍ୟାୟ । ଏହା ସ୍ମାମୀଙ୍କ ମାନହାନୀ ସହ ନିଷ୍ଠୁରତା ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ  । ଏକ ମାମଲାର ବିଚାର କରି  ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ମହିଳା ବିନା ପ୍ରମାଣରେ…

ଖାତାକୁ ଆସୁନି କାଳିଆ ଟଙ୍କା, ଉଠାଉଛି କିଏ ?

ନବରଙ୍ଗପୁର: ଆଦିବାସୀଙ୍କ ସରଳତା ଓ ନିରୀହତାର ସୁଯୋଗ ନେଇ ଠକେଇ । ଏମାନେ ସମସ୍ତେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ହିତାଧିକାରୀ । ଏମାନଙ୍କ ଆକାଉଣ୍ଟକୁ ସରକାର ଟଙ୍କା ବି ପଠାଉଛନ୍ତି । ହେଲେ ୩୦ରୁ ଊର୍ଦ୍ଧ୍ୱ ଚାଷୀ ୩ ବର୍ଷ ହେଲା ଟଙ୍କାଟିଏ ପାଇନାହାଁନ୍ତି । ଏନେଇ ନବରଙ୍ଗପୁର ଜିଲ୍ଲା…

୪ ବର୍ଷ ପରେ ଟପ ଫାଇଭକୁ ଫେରିଲେ ସିନ୍ଧୁ

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ୪ ବର୍ଷ ପରେ ବିଶ୍ୱ ର‌୍ୟାଙ୍କିଙ୍ଗରେ ପ୍ରଥମ ୫ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଆଘାତପ୍ରାପ୍ତ ହେବା ସତ୍ୱେ ସେ ଗୋଟିଏ ସ୍ଥାନ ଉନ୍ନୀତ ହେବାରେ ସଫଳ ହୋଇଛନ୍ତି । ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାର ମହିଳା ସିଙ୍ଗଲ୍ସରେ ସେ…

ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ୫୦ ପ୍ରତିଶତ ଶେଷ

ଅଯୋଧ୍ୟା: ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସଂପର୍ନ୍ନ ହୋଇଛି । ପ୍ରଥମ ମହଲା କାର୍ଯ୍ୟ ୨୦୨୩ ସୁଦ୍ଧା ସରିବ । ଏବେ ମନ୍ଦିର ନିର୍ମାଣ କାର୍ଯ୍ୟ ୫୦ ପ୍ରତିଶତ ଶେଷ ହୋଇଛି । ୨୦୨୪ ଜାନୁଆରୀରେ ପ୍ରଭୁ ଶ୍ରୀରାମ ମନ୍ଦିରରେ…

ପ୍ରଚାରରେ ଦୁଲୁକୁଛି ଧାମନଗର, ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ

ଭଦ୍ରକ: ଧାମନଗରରେ ବଢ଼ୁଛି ନିର୍ବାଚୀନ ପାରା । ଜମୁଛି ପ୍ରଚାର । ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଆଜି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଧୁଷୁରୀର ହସିନାବାଦ ଓ ଅର୍ଜୁନପୁର ପଞ୍ଚାୟତରେ ପ୍ରଚାର କରିଛନ୍ତି । ଗାଁର ମହିଳାମାନେ ସୂର୍ଯ୍ୟବଂଶୀଙ୍କୁ ବନ୍ଦାପନା କରି ନେଇଥିବା…