ଗଣତି ରାଉଣ୍ଡ ବଢୁଛି, ଭୋଟ ବ୍ୟବଧାନ ବି ବଢୁଛି: କେତେ ଭୋଟରେ କିଏ ଆଗେଇଲା ?
ଝାରସୁଗୁଡା: ଆଗେଇ ଚାଲିଛି ବିଜେଡି । ୯ ରାଉଣ୍ଡ ଗଣତି ସରିଥିବାବେଳେ ବିଜେଡି ଯେତିକି ଆଗେଇ ଚାଲିଛି ବିଜେପି ଓ କଂଗ୍ରେସ ସେତିକି ପଛରେ ରହି ଯାଉଥିବା ଲକ୍ଷ୍ୟ କରାଯାଉଛି । ବଢି ଚାଲିଛି ଭୋଟର ବ୍ୟବଧାନ ।
୯ମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୫ ହଜାରରୁ ଅଧିକ…