ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୩)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଗୋଟେ ପାଣିଚିଆ ହସ ହସି ବୀରାର ମୁଣ୍ଡ ବାଳ ସାଉଁଳୁ ସାଉଁଳୁ ସମୀରା କହିଲା, “ଗୋଟେ ଛୋଟପିଲାରୁ ହଠାତ୍ କେତେବେଳେ ଏତେ ବଡ଼ପିଲା ହେଇଗଲୁ ମ?” ଟିକେ ହସିଦେଇ ବୀରା କହିଲା, “ଦି’, ଏଇଟା ହେଉଛି ସମୟର ଯାଦୁ ।…