Latest Odisha News

BREAKING NEWS

ରାଜ କୁନ୍ଦ୍ରା କାହିଁକି ସବୁବେଳେ ନିଜ ମୁହଁ ଲୁଚାନ୍ତି ? ଟ୍ରୋଲରମାନଙ୍କୁ ଦେଲେ ଉତ୍ତର

ମୁମ୍ବାଇ: ଗତ ବର୍ଷ ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ତେବେ ତାଙ୍କୁ କିଛି ମାସ ପରେ ଜାମିନ ପ୍ରଦାନ କରାଯାଇଥିଲା। ସେବେଠାରୁ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ଟ୍ରୋଲ ହୋଇଆସୁଛନ୍ତି। ନିକଟରେ ରାଜ କୁନ୍ଦ୍ରା…

ଆମେରିକୀୟ ବିମାନରେ ସାପ ଦେଖି ଭୟଭୀତ ହେଲେ ଯାତ୍ରୀ

ନୂଆଦିଲ୍ଲୀ: ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ ୨୦୩୮ ବିମାନରେ ସାପ ଦେଖି ଚିତ୍କାର କଲେ ଯାତ୍ରୀ। ଫ୍ଲୋରିଡାର ଟାମ୍ପାରୁ ନିଉଜର୍ସି ଅଭିମୁଖେ ଯାଉଥିଲା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’। ଏନେଇ ରିପୋର୍ଟ ପ୍ରଦାନ କରିଛି ‘ରଏଟର୍ସ’। ତେବେ ଯାତ୍ରୀମାନଙ୍କ ଠାରୁ ଅବଗତ ହେବା ପରେ ବିମାନ…

‘ତାରେ ଜମିନ୍ ପର୍’ କୁ ନେଇ ଅକ୍ଷୟ ଖାନ୍ନାଙ୍କ ବଡ଼ ଖୁଲାସା, ସେ ପାଇଥାନ୍ତେ ଏହି ଫିଲ୍ମ !

ମୁମ୍ବାଇ: ବଲିଉଡ଼ ଅଭିନେତା ଆମୀର ଖାନ ୨୦୦୭ ମସିହାରେ ଚଳଚ୍ଚିତ୍ର 'ତାରେ ଜମିନ୍ ପର୍' କୁ ନିର୍ଦ୍ଦେଶନା ଦେବା ସହ ଅଭିନେତା ମଧ୍ୟ ହୋଇଥିଲେ। ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ଏହା ସହିତ ଏହି ଚଳଚ୍ଚିତ୍ରଟି ଭାରତ ପକ୍ଷରୁ ଓସ୍କାରରେ ମନୋନୀତ ହୋଇଥିଲା। ବର୍ତ୍ତମାନ ଫିଲ୍ମ…

ପଞ୍ଜଶିର ଘାଟିରେ ତାଲିବାନଙ୍କ ବର୍ବରତା

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନଙ୍କ ଆଖି ପଞ୍ଜଶିର ଘାଟିର ବିଦ୍ରୋହୀଙ୍କ ଉପରେ ରହିଛି । ରିପୋର୍ଟ ମୁତାବକ ଚଳିତ ମାସରେ ତାଲିବାନୀମାନେ ୨୭ଜଣ ବିଦ୍ରୋହୀ ଏଠାରେ ହତ୍ୟା କରି ସାରିଛନ୍ତି । ଆଖିରେ ପଟି ବାନ୍ଧି ସେମାନଙ୍କ ଗୁଳି କରାଯାଉଥିବା ଭିଡିଓ ଏବେ ଭାଇରାଲ ହେଉଛି ।…

ଆର୍ୟାନ ଖାନ ମାମଲା: ଏନସିବିରେ ବଡ଼ ଖୁଲାସା, ଅଧିକାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ

ମୁମ୍ବାଇ: ଗତ ବର୍ଷ ଅକ୍ଟୋବରରେ ଏନସିବିର ମୁମ୍ବାଇ ୟୁନିଟ୍ ଡ୍ରଗ୍ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରିଥିଲା। ଗୋଟିଏ ବର୍ଷ ପରେ ଏନସିବିର ଭିଜିଲାନ୍ସ ଟିମ୍ ଏହାର ନିର୍ଦ୍ଦେଶକଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଏନସିବିର ମୁମ୍ବାଇ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଅପରାହ୍ନ ୫ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅର୍ଥାତ ପାଞ୍ଚ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଦ୍ଵିତୀୟ…

ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ ମଧ୍ୟରେ ରହିଛି ସମ୍ପର୍କ, ୫୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଏନଆଇଏ ଚଢଉ

ନୂଆଦିଲ୍ଲୀ: ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଚଢଉ କରିଛି। ବିଭିନ୍ନ ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ ଗୋଷ୍ଠୀଙ୍କ ସହ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ମଧ୍ୟରେ ସମ୍ପର୍କ ରହିଥିବା ସୂଚନା ପାଇ ପୋଲିସ ସହଯୋଗରେ ମଙ୍ଗଳବାର ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମୟ ଦିନ ବାରଟା ତିରିଶ ମିନିଟ ।ଘର ପୁରା ଖାଲି ଖାଲି ଲାଗୁଛି ! ପିଲାମାନେ ସ୍କୁଲକୁ ଆଉ ସମ୍ଭବ ଟୁର୍ ରେ କିଛି ଦିନ ପାଇଁ ବାହାର କୁ ଚାଲି ଯାଇଛନ୍ତି ।ପାଗ ଥଣ୍ଡା ,ହାଲ୍କା କୋହଲା ପବନ ଦେହକୁ ଭଲ ଲାଗୁଛି । ଘରର କାମ ସାରି…

ଭାଷା ଭାଗବତ : ଅତୀତ ଆସକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କରିଲେ ସ୍ମୃତି ରୋମଂଥନ ଫେରିଆସେନି ଗତଦିନ ତା ଦ୍ବାରା ହୋଇଲେ ଆଚ୍ଛନ୍ନ ମଳିନ ଦିଶେ ' ବର୍ତମାନ ' ' ବର୍ତମାନ ' ସହିତ ଲାଖି ପାରିବା ବହୁ କଥା ଶିଖି ଚର୍ଚା କରିଲେ ଇତିବୃତ୍ତ ଗଢ଼ିହୁଏନି ଭବିଷ୍ଯତ ଯେଉଁ କାଳରେ…

କବିତା : ଅସ୍ଥି

ସ୍ମୃତି ରଞ୍ଜନ ତ୍ରିପାଠୀ ଟିକେ ଅପେକ୍ଷା କର ! ଏଇ ସାଥେ ସାଥେ ପଥଶ୍ରାଦ୍ଧର ରୋଷଣିରେ କେହି ଆସିଛି କୋକେଇର ମାୟାଜାଲରେ, ବାଷ୍ପରୁଦ୍ଧ କଣ୍ଠ ରାମ ନାମ ସତ୍ୟ ହେ' ର ମନ୍ତ୍ରରେ କିଏ ଚିର କାଳ ପାଇଁ ବିଶ୍ରାମ ନେଉଛି । ଏଇ ସାଙ୍ଗେ ସାଙ୍ଗେ ଦାହ କରାହୋଇଛି ମୁରବୀ ପଣିଆର ମୁକୁଟ…