Latest Odisha News

BREAKING NEWS

ମାର୍ଚ୍ଚ ସୁଦ୍ଧା ରାଜ୍ୟର ୮ଟି ସହରରେ ୫ଜି ସେବା ମିଳିବ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମାର୍ଚ୍ଚ ସୁଦ୍ଧା ଓଡିଶାବାସୀ ୫ଜି ସେବାର ମଜା ନେବେ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ। ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ କେତୋଟି ସହରରେ ୫ଜି ସେବା ଆରମ୍ଭ ହେବ ତନ୍ମଧ୍ୟରେ ଓଡିଶାର ୮ଟି ପ୍ରମୁଖ ସହର ରହିଛି। ହେଲେ କେଉଁ କେଉଁ ସହର…

ଆଜି କଂଗ୍ରେସ ସଭାପତି ନିର୍ବାଚନ, ଜାଣନ୍ତୁ କିପରି ରହିବ ଭୋଟିଂ ପ୍ରକ୍ରିୟା

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ କଂଗ୍ରେସ ସଭାପତି ନିର୍ବାଚନ ଆଜି ହେବାକୁ ଯାଉଛି। ଦୀର୍ଘ ୨୨ ବର୍ଷ ପରେ ଜଣେ ଅଣ ଗାନ୍ଧୀ ନେତା ଦଳର ନେତୃତ୍ବ ନେବାକୁ ଯାଉଛନ୍ତି। ଏଥିପାଇଁ ଆଜି ଭୋଟିଂ ହେବ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦଳର ନୂଆ ସଭାପତି କିଏ ହେବେ ସେ ନେଇ ଚୟନ କରିବେ ଦଳୀୟ ନେତା।…

ବିଜାପୁରରେ ପୋଲିସ କ୍ୟାମ୍ପ ଉପରେ ମାଓବାଦୀଙ୍କ ହମଲା

ବିଜାପୁର: ଛତିଶଗଡରେ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ମାଓବାଦୀଙ୍କ ରୋକିବାରେ ସଫଳ ହୋଇପାରି ନାହାନ୍ତି ଛତିଶଗଡ ସରକାର ଏବଂ କେନ୍ଦ୍ର ସରକାର। ବିଜାପୁର ଜିଲ୍ଲାରେ ଥିବା ତରେମ ଥାନା ନିକଟରେ କୋବ୍ରା 210 ବାଟାଲିୟନର କ୍ୟାମ୍ପ ଉପରେ ମାଓବାଦୀମାନେ ଗୁଳି ଚଳାଇଛନ୍ତି। ମାଓବାଦୀମାନଙ୍କ ଏହି…

ସରଗୋସୀ ବିବାଦ: ୬ ବର୍ଷ ତଳୁ ବିବାହ କରିଥିଲେ ନୟନତାରା-ବିଘ୍ନେଶ

ମାଡ୍ରାସ: ଦକ୍ଷିଣ ଭାରତ ଅଭିନେତ୍ରୀ ନୟନତାରା ଏବଂ ବିଘ୍ନେଶ ଶିବନ ସରୋଗସୀ ମାଧ୍ୟମରେ ଯମଜ ସନ୍ତାନଙ୍କ ମାତା-ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ ବିବାହର ୪ ମାସ ମଧ୍ୟରେ ଏହି ସନ୍ତାନ ହୋଇଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ସ୍ୱାସ୍ଥ୍ୟ ମନ୍ତ୍ରୀ…

ଟି୨୦ ବିଶ୍ୱକପ: ଭାଷ୍ୟକାର ତାଲିକାର ୩ ଭାରତୀୟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୨୦ ଏଲିଟ ଭାଷ୍ୟକାରଙ୍କ ନାମ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଏଥିରେ ଭାରତର ୩ଜଣଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର ଓ ହର୍ଷ ଭୋଗଲେ । ଏମାନଙ୍କ ବ୍ୟତୀତ ଇଆନ ମୋର୍ଗାନ, ପ୍ରେଷ୍ଟନ ମୋମସେନ, ଡେଲ ଷ୍ଟେଇନ…

ଚେନ୍ନାଇରେ ପ୍ରବାସୀ ଓଡ଼ିଆ ପାଳିଲେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

ବ୍ରହ୍ମପୁର:ଉତ୍କଳ ଆସୋସିଏସନ୍‌‌ ମାଡ୍ରାସ ତରଫରୁ ଚେନ୍ନାଇ ସ୍ଥିତ ଓଡ଼ିଶା ଭବନଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା…

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୟୁଏଇକୁ ହରାଇଲା ନେଦରଲାଣ୍ଡ

ଗିଲୋଙ୍ଗ: ଟି୨୦ ବିଶ୍ୱକପର ରବିବାର ଅନୁଷ୍ଠିତ କ୍ୱାଲିଫାଇଂ ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ୟୁଏଇକୁ ୩ ୱିକେଟରେ ନେଦରଲାଣ୍ଡକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଶେଷ ଓଭର ଯାଁଏ ଯାଇଥିଲା । ଟସ ଜିତି ୟୁଏଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୧୧ରନ ସଂଗ୍ରହ…

ବିଜୁ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପାରାଦୀପ : ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସକୁ ସାରା ରାଜ୍ୟରେ ମହା ସମାରୋହରେ ପାଳନ କରାଯାଉଥିବା ବେଳେ ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ ପରିସରରେ ମୂଖ୍ୟମନ୍ତ୍ରୀ ଜନ୍ମଦିନକୁ ବଡ ଧୁମଧାମରେ ପାଳନ କରାଯାଇଛି। ଏହି ଅବସରରେ ପାରାଦୀପ ନଗର ବିଜୁ ଜନତା ଦଳର…

ଆଇପିଏଲ ୨୦୨୩ର ନିଲାମ ଡିସେମ୍ବର ୧୬ରେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୩ ସଂସ୍କରଣର ନିଲାମ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବରରେ ହେବ । ପ୍ରକାଶିତ ରିପୋର୍ଟ ଅନୁସାରେ ଡିସେମ୍ବର ୧୬ରେ ବାଙ୍ଗାଲୋର ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଏଥର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟ ଭାରତରେ ଖେଳାଯିବ । ମ୍ୟାଚଗୁଡିକ ପୂର୍ବଭଳି ହୋମ ଏବଂ…

ଟି୨୦ ବିଶ୍ୱକପ କ୍ରିକେଟ: ପୂର୍ବତନ ଚାମ୍ପିୟନକୁ ହରାଇଲା ନାମ୍ବିଆ

ଗିଲୋଙ୍ଗ: ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ନାମ୍ବିଆର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଛି । ନାମ୍ବିଆ ପ୍ରଥମ ରାଉଣ୍ଡ ଗ୍ରୁପ ଏ ମୁକାବିଲାରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କାକୁ ୫୫ ରନରେ ପରାସ୍ତ କରିଛି । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।…