ସକାଳୁ ସକାଳୁ ଗୁଳୁଗୁଳି, ତାତିରେ ଛଟପଟ ସାରା ଓଡ଼ିଶା
ଭୁବନେଶ୍ୱର: ସକାଳୁ ସକାଳୁ ଗୁଳୁଗୁଳି ସାଙ୍ଗକୁ ତାତି । ଛଟପଟ ସାରା ଓଡ଼ିଶା । ସକାଳୁ ସକାଳୁ ଆଜି ରାଜଧାନୀ ତାପମାତ୍ରା ୩୨ ଉପରେ ଥିଲାବେଳେ ଆଦ୍ରତା ୬୬ ପ୍ରତିଶତ ଥିଲା । ସାଢ ୧୧ଟା ବେଳକୁ ୩୮ ଡିଗ୍ରୀ ଟପି ଯାଇଥିଲା । ତେବେ ଏ ଖରାଗରମରୁ ୪ ଦିନ ଯାଏ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ…