Latest Odisha News

BREAKING NEWS

ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର

ମୁମ୍ବାଇ: ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା। ଇନ୍ଦୋର ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ବୈଶାଳୀ ଠକ୍କର । ଏଥିସହିତ ଅଭିନେତ୍ରୀ ଜଣକ ସୁସାଇଡ୍ ନୋଟ୍ ମଧ୍ୟ ଛାଡି ଯାଇଛନ୍ତି। ଅଭିନେତ୍ରୀ ବୈଶାଳୀ ଠକ୍କର ଗତ ୧ ବର୍ଷ ହେଲା ଇନ୍ଦୋରରେ ରହୁଥିଲେ।…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଧର୍ମଶାଳା ଯୁବ ବିଜେଡି ପକ୍ଷରୁ ୧୦୮ ଦୀପଦାନ

ଯାଜପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଧର୍ମଶାଳା ବିଜୁ ଯୁବ ଜନତା ଦଳ ପକ୍ଷରୁ ୧୦୮ ଦୀପଦାନ। ଆଜି ସକାଳୁ ଯାଜପୁର ଜିଲ୍ଲାର ଅନ୍ୟତମ  ପ୍ରସିଦ୍ଧ ଶୈବ ପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ…

କୁକୁଡ଼ା ଫାର୍ମରେ କୁକୁଡ଼ା ମାରି ଖାଉଥିବା ବେଳେ ଅଜଗର ଉଦ୍ଧାର 

ମୟୂରଭଞ୍ଜ : କପ୍ତିପଦା ବନ ବିଭାଗ ଅଧୀନସ୍ଥ ରାଢୋ ଗାଁରେ ୮ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି  । ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଫାର୍ମ ହାଉସରେ ବିଶାଳକାୟ ଅଜଗର ସାପ ପଶି ଫାର୍ମରେ ଥିବା କୁକୁଡ଼ାକୁ ଖାଉଥିଲା । ଫାର୍ମରେ ୩ ରୁ ଅଧିକ କୁକୁଡ଼ା ଖାଇଥିବା  ଜଣାପଡ଼ିଛି ।  ମାତ୍ର ଫାର୍ମ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ ପାଇଁ ଯାଜପୁରରେ ସ୍ବତନ୍ତ୍ର ପ୍ରସ୍ତୁତି

ଯାଜପୁର : ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଜନ୍ମଦିନକୁ ମହାସମାରୋହରେ ପାଳନ କରିବା ପାଇଁ ଯାଜପୁରରେ ଚାଲିଛି ବ୍ୟାପକ ପ୍ରସ୍ତୁତି।ଯାଜପୁର ସହରସ୍ଥିତ ବାଳାଶ୍ରମ ପଡିଆରେ ବିଜୁ ଜନତା ଦଳ ପକ୍ଷରୁ ଏହି ଭବ୍ୟ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୧୦୦ ଫୁଟର…

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଗତକାଲି ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  । ଏନେଇ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  । ସାଧାରଣ ପ୍ରଶାସନ ଓ ସାଧାରଣ…

ସାହିତ୍ୟ, ନିଜ ଗତିପଥ ନିଜେ ନିର୍ଦ୍ଧାରଣ କରେ : ଶତ୍ରୁଜିତ

ଓଡ଼ିଶା ସାହିତ୍ୟରେ ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶତ୍ରୁଜିତ ( ଦିଲୀପ ମିଶ୍ର )। ସ୍ତମ୍ଭ , ଗଳ୍ପ , କବିତା, ଫିଚର, ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ତାଙ୍କ…

ସଡ଼କ ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ

ଯାଜପୁର: ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ ଟ୍ରକ ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।  ଭୁବନେଶ୍ଵର ସହିଦନଗର ଅଞ୍ଚଳରୁ ଏକ ପରିବାର ଯାଜପୁର ବିରଜା ଦର୍ଶନ ପାଇଁ ଯାଉଥିବା ବେଳେ ଛତିଆ ନିକଟରେ ଜଳଖିଆ ଖାଇବା ପାଇଁ ରହିଥଲେ  । କାରର  ଡ୍ରାଇଭର ହ୍ୟାଣ୍ଡବ୍ରେକ ନ ପକାଇ ବାହାର କୁ…

ଟି୨୦ ବିଶ୍ୱକପରେ ଭାଙ୍ଗିବ ଏହି ୧୦ ରେକର୍ଡ

ପୁରୀ: ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ୧୩ ନଭେମ୍ବରରେ ଜଣାପଡିବ କେଉଁ ଟିମ ବାଜି ମାରିବ । ତେବେ ଏହି ବିଶ୍ୱକପରେ ୧୦ ରେକର୍ଡ ଭାଙ୍ଗିବା ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା କଣ ସେହି ରେକର୍ଡ.. ୧.ସର୍ବାଧିକ ବ୍ୟକ୍ତିଗତ ରନ: ଟି୨୦ ବିଶ୍ୱକପରେ ସର୍ବାଧିକ ବ୍ୟକ୍ତିଗତ ରନ…

ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ୩ ଗିରଫ

କାମାକ୍ଷାନଗର : ପରଜଙ୍ଗ ଲୋଧଣୀ ଗାଁରୁ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ…