Latest Odisha News

BREAKING NEWS

ମେଟ ଗାଲା ଇଭେଣ୍ଟରେ ୨୦୪ କୋଟି ଟଙ୍କାର ହାର ପିନ୍ଧିଲେ ପ୍ରିୟଙ୍କା

ମୁମ୍ବାଇ: ଫ୍ୟାଶନ ଇଭେଣ୍ଟ ମେଟ ଗାଲା ୨୦୨୩ରେ ଦେଶ ତଥା ବିଦେଶର ସମସ୍ତ ସେଲିବ୍ରିିଟ୍‌ଙ୍କୁ ରେଡ କାର୍ପେଟରେ ଦେଖିବାକୁ ମିଳିଥିଲା । ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରିୟଙ୍କା ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ସେଠାରେ ପହଞ୍ଚିଥିଲେ ।…

ଗଧ ପରେ ଏବେ ମାଙ୍କଡ଼ ପଛରେ ପଡ଼ିଛି ଚୀନ୍ : ଶ୍ରୀଲଙ୍କାରୁ ନେବ ୧ ଲକ୍ଷ ମାଙ୍କଡ଼

ବେଜିଂ : ଚୀନ ଏହାର ଅଜବ ଆଣ୍ଟିକ୍ସ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । ପାକିସ୍ତାନରୁ ଗଧ କିଣିବା ପାଇଁ ଚୀନ୍ ସମଗ୍ର ବିଶ୍ୱରେ ନିଜକୁ ପରିହାସ କରିିଥିଲା, କିନ୍ତୁ ବର୍ତ୍ତମାନ ଆଉ ଏକ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛି । ଏବେ ଚୀନ୍ ଏକ ବିଶେଷ ପ୍ରଜାତିର ମାଙ୍କଡ଼ ଆମଦାନୀ କରିବାକୁ…

ଗରିଆ ବନ୍ଧରେ ସିଆରପିଏଫ ଯବାନଙ୍କ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ବିଳାଶପୁର: ଛତିଶଗଡ ଦନ୍ତେଓ୍ବାଡା ମାଓ ଆକ୍ରମଣ ପରେ ସିଆରପିଏଫ ଯବାନ ଓ ଗରିଆବନ୍ଧ ପୋଲିସର ମିଳିତ ଅପରେସନ ଜୋରଦାର ହୋଇଛି। ଛତିଶଗଡ଼ ଜୁଗାଡ଼ ଥାନା କର୍ଲାଗୁଡ଼ା ଜଙ୍ଗଲରେ ସିଆରପିଏଫ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଅପରେସନ ବେଳେ ହୋଇଥିବା ଏହି ଗୁଳିବିନିମୟରେ କୋବରା…

ଅଭିନୟ ନୁହେଁ ନିର୍ଦ୍ଦେଶକ ହେବାକୁ ଇଛା : ଏମିତି କହିଲେ କିଙ୍ଗ୍ ଖାନଙ୍କ ପୁଅ ଆର୍ଯ୍ୟନ୍‌

ମୁମ୍ବାଇ : ମୋତେ କୌଣସି ଫିଲ୍ମରେ ହିରୋ ହୋଇ ଅଭିନୟ କରିବାର ନାହିଁ । ମୋତେ ନିର୍ଦ୍ଦେଶନା ଦେବାକୁ ପସନ୍ଦ । ତେଣୁ ଅଭିନୟ ନୁହେଁ, ମୁଁ ନିର୍ଦ୍ଦେଶକ ହେବାକୁ ଚାହେଁ ବୋଲି କହିଛନ୍ତି ବଲିଉଡ଼ର କିଙ୍ଗ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ । ଏବେ ସେ ଏକ ୱେବସିରିଜ୍‌ରେ ନିର୍ଦ୍ଦେଶନା ଦେବାକୁ…

୧୦ ବର୍ଷ ପରେ ପୁଣି ପଡିଆରେ ଦେଖିବାକୁ ମିଳିଲା କୋହଲି-ଗମ୍ଭୀରଙ୍କ ଅଶାନ୍ତି

ଲକ୍ଷ୍ନୌ: ଚଳିତ ଆଇପିଏଲରେ ସୋମବାର ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ଚର୍ଚ୍ଚାର କାରଣ ସାଜିଛି । ୧୦ ବର୍ଷ ପରେ ଭାରତର ଏହି ଦୁଇ ମହାନ ଖେଳାଳି ମୁହାଁମୁହିଁ ହେବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି । ମ୍ୟାଚ ପରେ ଉଭୟ ଦଳର ଖେଳାଳି ହାତ ମିଳାଉଥିବା…

ବରଗଡ ଓ କଳାହାଣ୍ଡି ସମେତ ୫ ଜିଲ୍ଲାରେ ହାଇ ଆଲର୍ଟ ଜାରି

ଭୁବନେଶ୍ୱର: ଛତିଶଗଡର ଦନ୍ତେଓ୍ୱାଡା ଆରାନପୁର ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ହୋଇଥିବା ମାରାତ୍ମକ ଆଇଇଡି ବିସ୍ଫୋରଣ ପରେ ଓଡିଶା ସରକାର ସତର୍କ ହୋଇଛନ୍ତି। ମଙ୍ଗଳବାର ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଛତିଶଗଡ ସୀମାବର୍ତ୍ତୀ ଆଉ ଦୁଇଟି ଜିଲ୍ଲାକୁ ଏହି ସତର୍କ ସୂଚନା…

ଝିଅ ଦେଖିବାକୁ ଯାଇଥିଲେ, ଝିଅ ବଦଳରେ ମାଆଙ୍କୁ ନେଇ ଫେରାର ଯୁବକ

କୋଲକତା : ନିଜ ପାଇଁ ଜୀବନସାଥୀ ଦେଖିବାକୁ ଯାଇଥିଲେ ଝିଅ ଘରକୁ । ହେଲେ ଝିଅ ବଦଳରେ ପସନ୍ଦ କରିବସିଲେ ମାଆକୁ । କେବଳ ସେତିକି ନୁହେଁ ଝିଅର ମାଆକୁ ନେଇ ଫେରାର ମଧ୍ୟ ହୋଇଗଲେ । ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ପଶ୍ଚିମବଙ୍ଗରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି…

କୋଟିଆର ସୀମା ନିର୍ଦ୍ଧାରଣ ଦାବି କଲା ବିଜେପି, ସମାଧାନ ପାଇଁ କେନ୍ଦ୍ରକୁ ଆହ୍ୱାନ କଲା ବିଜେଡି

ଭୁବନେଶ୍ୱର: କୋଟିଆକୁ ଓଡ଼ିଶା ସରକାରଙ୍କ ଅଧିକାରୀ ଯାଉନାହାନ୍ତି। ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇ ଏହାର ସୀମା ନିର୍ଦ୍ଧାରଣ କରାଯାଉ। ଆଉ ଏଠିକାର ଲୋକଙ୍କୁ ନିଜର ହକ ମିଳୁ। ଏହା ଦାବି କରିଛି ବିଜେପି। ସୋମବାର କୋଟିଆ ଗସ୍ତରେ ଆସି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା ଆନ୍ଧ୍ର…

୧୩ରେ ପରିଣୀତି-ରାଘବଙ୍କ ନିର୍ବନ୍ଧ

ମୁମ୍ବାଇ: ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଆସନ୍ତା ୧୩ ତାରିଖରେ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମ୍‌ପି ରାଘବ ଚଢାଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଦିଲ୍ଲୀରେ ଧୁମ୍‌ଧାମ୍‌ରେ ସେମାନଙ୍କ ନିର୍ବନ୍ଧ ଆୟୋଜନ ହେବ । ଏଥିରେ ଉଭୟ ପରିବାର ଓ ବନ୍ଧୁବାନ୍ଧବ ଯୋଗ ଦେବାର…

ନିଆରା ଉଦ୍ୟମ: ପାଣି ପାଇଁ ଗ୍ରାମବାସୀ କଲେ କୁକୁର ବିବାହ

ନୂଆଦିଲ୍ଲୀ : ଦୁନିଆରେ ଅଜବ ରୀତିନୀତି ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ଆପଣ ପଶୁ ବିବାହ ବିଷୟରେ କେବେ ଶୁଣିଛନ୍ତି କି? ଏମିତି ଏକ ଗାଁ ଅଛି ଯେଉଁଠି ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଏକ ନିଆରା ବିବାହର ଆୟୋଜନ କରାଯାଇଥାଏ । ଗାଁକୁ ରଙ୍ଗୀନ ଆଲୋକରେ…