ଆଇଏସ୍ଆଇଏସ୍ଆଇ ମୁଖ୍ୟ ଅବୁ ହୁସେନ ଅଲ କୁରେସୀକୁ ନିପାତ କଲା ତୁର୍କୀ ସେନା
ଇସ୍ତାନବୁଲ: ଆତଙ୍କବାଦୀ ଇସ୍ଲାମିକ୍ ଷ୍ଟେଟ୍ ଇରାକ ସିରିଆଇ(ଆଇଏସ୍ଆଇଏସ୍ଆଇ) ମୁଖ୍ୟ କୁହାଯାଉଥିବା ଅବୁ ହୁସେନ ଅଲ କୁରେସୀକୁ ନିପାତ କଲା ତୁର୍କୀ ସେନା। ତୁର୍କିର ଗୁଇନ୍ଦା ବିଭାଗ କୁରେସୀକୁ ସଫା କରିବାକୁ ଅନେକ ଦିନ ହେଲା ଖବର ନେଉଥିଲା। ଗତକାଲି ତାକୁ ମାରି ଦିଆଯାଇଥିବା ତୁର୍କୀ…