କବିତା : ଆଜି ମୁଁ ଏକା
ପବିତ୍ର ବେହେରା
ଶାଣିତ ସ୍ପଷ୍ଟ ଶବ୍ଦରେ, ଗ୍ରୀଷ୍ମର ଉତ୍ତପ୍ତ ରାସ୍ତାରେ
ଚୈତ୍ର ର ଡହ ଡହ ତାତିରେ,ନିରୋଳା ଶୂନଶାନ୍ ପଥରେ।।
ଶୁଣିଥିଲି ଆପଣା କାନ୍ଧରେ ନିଜ ଶବ ବୋହି ହୁଏନାହିଁ
କିନ୍ତୁ ଏଠି ଏକାପଣ ସମ ନିଜ ଶବକୁ ନିଜେ ବୋହି ଚାଲିଛି।।
ଜୀବନର ନିଷ୍ଠୁର ବାସ୍ତବତା ମଧ୍ୟରେ…