Latest Odisha News

BREAKING NEWS

ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଦୁଇଟି ଖଣ୍ଡା ସହ ଢ଼ାଲ ଚିହ୍ନ

ମୁମ୍ବାଇ: ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମଙ୍ଗଳବାର ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନୀ ଚିହ୍ନ ଭାବେ ଦୁଇଟି ଖଣ୍ଡା ସହ ଢ଼ାଲ ପ୍ରଦାନ କରାଯାଇଛି । ପୂର୍ବରୁ ଦଳର ନାମ ବାଲାସାହେବଚି ଶିବସେନା ରଖାଯାଇ ସାରିଛି । ଅନ୍ଧେରୀ ଉପ ନିର୍ବାଚନରେ ଲଢ଼ିବା ପାଇଁ ଶିନ୍ଦେ ଏବଂ ଉଦ୍ଧବ…

ଅର୍ଚ୍ଚନାଙ୍କୁ ନେଇ ରାଜନୀତି, କଣ କହିବେ ଭାଷା ପାଉନାହାଁନ୍ତି ନେତା

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ପରେ ପୋଲିସର ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଅର୍ଚ୍ଚନାଙ୍କ ରାକେଟ ପଛରେ ବଡ଼ ବଡ଼ ନେତା, ମନ୍ତ୍ରୀ ଅଛନ୍ତି । ସରକାରୀ ଦଳର ପ୍ରଛଦ ପ୍ରୋତ୍ସାହନରେ ଅର୍ଚ୍ଚନା ରାକେଟ ଚଳାଉଥିବା ଅଭିଯୋଗ କରିଛି ବିଜେପି । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ନେତା,…

ଭାରତର ଏହି ସ୍ଥାନରେ ଅନୁଷ୍ଠିତ ହୁଏ ସାପ ମେଳା, ମନୋସ୍କାମନା ହୁଏ ପୂର୍ଣ୍ଣ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଛୋଟ ବଡ଼ ଗାଁରେ ଠାକୁରାଣୀ ଯାତ୍ରା ହୁଏ। ଆଉ ଏହି ଯାତ୍ରାରେ ବିଭିନ୍ନ ପ୍ରକାର ମେଳା ମଧ୍ୟ ଅନୁଷ୍ଠିତ ହୁଏ। କେଉଁଠି ଖାଦ୍ୟର ମେଳା ବସିଥାଏ ତ ଆଉ କେଉଁଠି ପୋଷାକ, ଘରୋଇ ଉପକରଣ ଆଦି ମେଳା ଲାଗିଥାଏ। କିନ୍ତୁ ବିହାରରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ସାପ ମେଳା…

ଏଠି ହୁଏନି ରାତି, ଖରାର ଆନନ୍ଦ ଉପଭୋଗ କରନ୍ତି ଲୋକେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦିନ ପରେ ରାତି ଆଉ ରାତି ପରେ ଦିନ ହେବା ସୃଷ୍ଟିର ନିୟମ। କିନ୍ତୁ ଭାବିଲେ ଯଦି କେବେବି ରାତି ହେବନି କି ଦିନ ହେବନି କେମିତି କଟିବ ଆପଣଙ୍କ ଦିନ। ଆପଣ ଜାଣନ୍ତି କି ଦୁନିଆରେ ଏପରି ସ୍ଥାନ ରହିଛି ଯେଉଁଠାରେ କେବେ ବି ରାତି ହୁଏ ନାହିଁ। ଦୁନିଆରେ ଏମିତି କିଛି ଦେଶ…

ସାଇକେଲରେ ଚାରିଧାମ ଯାତ୍ରା କରି ଚର୍ଚ୍ଚାରେ ସତ୍ୟବ୍ରତ

ପୁରୀ : ମନରେ ଶ୍ରଦ୍ଧା ଓ ଭକ୍ତି ଥିଲେ ଅସମ୍ଭବ କାର୍ଯ୍ୟ ବି ମଣିଷ ସମ୍ଭବ କରି ଦେଖାଇଥାଏ  । ତେବେ ସେଭଳି ଏକ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସତ୍ୟବ୍ରତ ଦାସ। ସାଇକେଲ ଯୋଗେ ପୁରୀରେ ପହଞ୍ଚି ସତ୍ୟବ୍ରତ ଲୋକଙ୍କ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି  । କଟକ ଫୁଲନଖରା ଅଞ୍ଚଳର ଯୁବକ…

ବିଗ୍ ବସ୍-୧୬ରେ ଏଣ୍ଟ୍ରି କରିବେ କି ଶେର୍ଲିନ୍ ଚୋପ୍ରା? ଟୁଇଟରେ ସାଜିଦଙ୍କୁ କଲେ ଟାର୍ଗେଟ

ମୁମ୍ବାଇ: ବିଗ୍ ବସ୍ ୧୬ ର ବିବାଦୀୟ ପ୍ରତିଯୋଗୀ ସାଜିଦ୍ ଖାନଙ୍କ ପ୍ରବେଶକୁ ନେଇ ଶେର୍ଲିନ୍ ଚୋପ୍ରା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଶେର୍ଲିନ୍ ମଧ୍ୟ ମନ୍ଦାନା କରିମି ଏବଂ କାମିଆ ପଞ୍ଜାବୀ ଭଳି ଏହି ତାଲିକାରେ ସାମିଲ ହୋଇଛନ୍ତି। ଅନେକ ଟିଭି ତାରକା ବଲିଉଡ ନିର୍ଦ୍ଦେଶକ ସାଜିଦ…

ସ୍କୁଲ ନଯିବା ଜିଦରେ ଦେହରେ କିରାସିନି ଢାଳିଦେଲେ ଛାତ୍ର

ଯାଜପୁର: ଛାତ୍ରଙ୍କୁ ମହଙ୍ଗା ପଡ଼ିଲା ସ୍କୁଲ ନଯିବା ଜିଦ୍‌  । ଟମକା ଥାନା ସମର ପିଟା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍କୁଲ ନ ଯିବାକୁ ଜିଦ କରି ଦେହରେ କିରାସିନି ଢାଳି ହୋଇ ନାବାଳକ ଆତ୍ମହତ୍ୟା ଉଦ୍ୟମ କରିଛି ଛାତ୍ର । ଏହି ଘଟଣାକୁ ନେଇ  ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି…

ବିଜେପିରୁ ସୂର୍ଯ୍ୟବଂଶୀଙ୍କ ନାମାଙ୍କନ ଦାଖଲ, ପ୍ରାର୍ଥୀ ଚୟନକୁ ନେଇ ଦୋଛକିରେ ବିଜେଡି ଓ କଂଗ୍ରେସ

ଭଦ୍ରକ: ଧାମନଗର ପାଇଁ ଛାତି ଧଡ଼ ଧଡ଼ । ମଙ୍ଗଳବାର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସୂର୍ଯ୍ୟବଂଶୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ବିଜେପି ରାଜ୍ୟ ସଭାପତି ସମୀର ଦାସଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସାମିଲ୍…

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାମ ସେତୁ’ର ଟ୍ରେଲର, ବହୁତ ପସନ୍ଦ କରୁଛନ୍ତି ଲୋକେ

ମୁମ୍ବାଇ: ବଲିଉଡ ଖିଲାଡି ତଥା ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରାମ ସେତୁର ଟ୍ରେଲର କିଛି ସମୟ ପୂର୍ବେ ରିଲିଜ ହୋଇଛି। ଏହି ଟ୍ରେଲରଟି ରିଲିଜ ହେବାର ଏକ ଘଣ୍ଟା ମଧ୍ୟରେ ଲକ୍ଷାଧିକ ଲୋକେ ଏହାକୁ ଦେଖିସାରିଛନ୍ତି। ପ୍ରଶଂସକଙ୍କୁ ଫିଲ୍ମ 'ରାମ ସେତୁ'ର ଟ୍ରେଲର ବହୁତ ପସନ୍ଦ…

ଚମକ ତ୍ୱଚା ପାଇଁ ଲଗାନ୍ତୁ ୩ ପ୍ରକାରର ଆଇସ୍ କ୍ୟୁବ୍, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ତ୍ୱଚା ପାଇଁ ଆଇସ୍ କ୍ୟୁବ ବା ବରଫ ବହୁତ ଲାଭଦାୟକ। ମୁହଁ ଏବଂ ବେକରେ ବରଫ ଘଷିବା ଦ୍ୱାରା ସୂର୍ଯ୍ୟକିରଣ ସମସ୍ୟାରୁ ମୁକ୍ତି ମିଳିଥାଏ। ତ୍ୱଚାକୁ ଏକ ପ୍ରାକୃତିକ ଚମକ ଆଣିବା ପାଇଁ ବରଫ ସାହାଯ୍ୟ କରେ। ଏହା ଆଖି ତଳ କଳା ଦାଗ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ…