Latest Odisha News

BREAKING NEWS

ପାପ ପଇସାରେ ଏଭଳି ରାଜକୀୟ ଠାଣିରେ ଚଳୁଥିଲେ ଅର୍ଚ୍ଚନା

ଭୁବନେଶ୍ୱର: ଦାମୀ ଗାଡ଼ି ସାଙ୍ଗକୁ ରାଜ ଉଆସ ଭଳି ଘର । ଘରେ ପୋଷା ହୋଇଛନ୍ତି ଭଳିକି ଭଳି ଦାମୀ କୁକୁର ସହ ଗୋଟିଏ ଘୋଡ଼଼ା । ଦେଖିବାକୁ ସମ୍ଭ୍ରାନ୍ତ ଓ ଭଦ୍ର । ହେଲେ ଭଦ୍ର ମୁଖା ତଳେ ଛପି ରହିଥିଲା ସୈତାନ୍ । ମହିଳା ଜଣଙ୍କ ଅନେକ ନାମୀ ଦାମୀ ଲୋକଙ୍କୁ ନିଜ ଜାଲରେ ଫସାଇବା ପରେ କରୁଥିଲେ…

ଡ୍ୟାମ୍‌ରୁ ମାଡ଼ିଆସିଲା ପାଣି ନଦୀରେ ଫସିଗଲେ ୧୦ ଜଣ 

ଦେବଗଡ଼ : ସେଲ୍ଫି ନେବା ସମୟରେ ହଠାତ୍‌ ମାଡିଆସିଲା ପାଣି। ନଦୀରେ ଫସିଗଲେ ୧୦ ଜଣ  ।  ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ନଦୀ ଭିତରେ ଲୋକ ଫସିରହିଥିବା ବେଳେ ଡ୍ୟାମ୍‌ରୁ ପାଣି ମାଡ଼ି ଆସିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ଫସିଥିବା ଲୋକମାନେ…

୧୩ ବର୍ଷିୟ ଅଭିନେତାଙ୍କ ସହ ରବିନା ଟଣ୍ଡନଙ୍କ ରୋମାନ୍ସ !

ମୁମ୍ବାଇ: ବଲିଉଡ଼ ଅଭିନେତା ତଥା ନିର୍ମାତା ଅରବାଜ ଖାନ ନିଜର ପରବର୍ତ୍ତୀ ଚଳଚ୍ଚିତ୍ର 'ପାଟନା ଶୁକ୍ଲା' ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଫେମସ ଅଭିନେତ୍ରୀ ରବିନା ଟଣ୍ଡନ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ରଟି ଏକ ସାମାଜିକ ନାଟକ। ଏହାପୂର୍ବରୁ ବଲିଉଡ ଅଭିନେତ୍ରୀ…

ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଦୁଃଖିନୀ ମାଆ ଓ ଚାରି ଶିଶୁ କନ୍ୟା

କାମାକ୍ଷାନଗର: ବାପ ଛେଉଣ୍ଡ ୪ ଶିଶୁକନ୍ୟାକୁ ଧରି ବଞ୍ଚିବା ପାଇଁ ରାହା ଖୋଜୁଛି ଦୁଃଖିନୀ ମାଆ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ପରିସ୍ଥିତି ।  ଗାଁର ହରିଜନ ସାହିରେ ବାସ କରୁଥିଲେ ରୋହିତ ନାୟକ ଓ  ତାଙ୍କ ସ୍ତ୍ରୀ ମମତା…

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏକ ମାସ ଚାଲିବ ‘ଆଣ୍ଟି ଡଷ୍ଟ ଅଭିଯାନ’

ନୂଆଦିଲ୍ଲୀ: ଦିଲ୍ଲୀରେ କୁହୁଡି ଯୋଗୁଁ ବାୟୁ ପ୍ରଦୂଷର ମାତ୍ରା ବୃଦ୍ଧି ପାଏ। ବାୟୁର ଗୁଣବତ୍ତା ଖରାପ ହୋଇଯାଏ। ଆସନ୍ତା ଶୀତ ଋତୁରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ପକ୍ଷରୁ ଗୁରୁବାର ନିର୍ମାଣ ସ୍ଥଳରେ ଆଣ୍ଟି ଡଷ୍ଟ ଅଭିଯାନ ଆରମ୍ଭ କରାଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ…

ଜମି କହି ରାସ୍ତା ବିକିଦେଲେ ଦଲାଲ

ବ୍ରହ୍ମପୁର:ଜମି ନାହିଁ ହେଲେ ୧୫ ଲକ୍ଷରେ ବିକ୍ରି ହୋଇଛି ଜମି। କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ରତ୍ନପୁର ଅଞ୍ଚଳରେ ଏଭଳି ଏକ ଜମି ଠକେଇ ସାମ୍ନାକୁ ଆସିଛି। ଜମି କିଣିଥିବା ବ୍ୟକ୍ତି ଟଙ୍କା ମାଗିବା ପରେ ମଧ୍ୟସ୍ଥି ତାଙ୍କୁ ହତ୍ୟା ଧମକ ଦେଉଥିବା ବ୍ରହ୍ମପୁର ସଦର ଥାନାରେ ଅଭିଯୋଗ ହୋଇଛି। ଏ…

୪୫ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ APO

ବଲାଙ୍ଗିର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ପ୍ରୋଗ୍ରାମ ଅଫିସର । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଅତିରିକ୍ତ ପ୍ରୋଗ୍ରାମ ଅଫିସର ସୁଶାନ୍ତ କୁମାର ଦାସ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ମନରେଗା ଯୋଜନାରେ ପୋଖରୀ ସୌନ୍ଦର୍ଯ୍ୟକରଣ କାମ ହୋଇଥିବା…

ଆଉ ନାହାଁନ୍ତି ବର୍ଷିୟାନ ଅଭିନେତା ଅରୁଣ ବାଲି

ମୁମ୍ବାଇ: ବର୍ଷିୟାନ ଅଭିନେତା ଅରୁଣ ବାଲିଙ୍କ ଦେହାନ୍ତ। ଆଜି ମୁମ୍ବାଇରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ବର୍ଷ ହୋଇଥିଲା। ମିଆଷ୍ଟେନିଆ ଗ୍ରାଭିସ୍ ନାମକ ଏକ ବିରଳ ନ୍ୟୁରୋମସ୍କୁଲାର ରୋଗରେ ପୀଡିତ ଥିଲେ। ଏହି ରୋଗ କାରଣରୁ ଅରୁଣ ଦୀର୍ଘଦିନ ହେବ ଚିକିତ୍ସାଧୀନ…

ବ୍ରହ୍ମପୁରରେ ମାଙ୍କୁ ମେଲାଣି

ବ୍ରହ୍ମପୁର: ବର୍ଷା ମାଡ଼ ସତ୍ତ୍ବେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ମାଁ ଦୁର୍ଗାଙ୍କ ପୂଜା ଶେଷ ହୋଇଯାଇଛି। ଶୁକ୍ରବାର ଭସାଣି ପର୍ବ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ସହରର ୪୦ଟି ସ୍ଥାନରେ ପୂଜା ଆୟୋଜନ ହୋଇଥିବା ବେଳେ ୪ଟି ସ୍ଥାନରେ…

ନବଜାତର ମୃତ୍ୟୁ ପରେ ଆଖି ବୁଜିଲା ନାବାଳିକା ମାଆ

ଫୁଲବାଣୀ: ନବଜାତ ପରେ ଆଖି ବୁଜିଲା ନାବାଳିକା ମାଆ । ଚିକିତ୍ସାଧୀନ ଅବସ୍ଥାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କିଛିଦିନ ତଳେ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପୁର ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଏତଲା ଦେଇଥିଲେ…