ଭାଷା ଭାଗବତ : ଭାଷାର ପ୍ରବାହ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଯେହେତୁ ଭାଷା ମନ-ଝର
କେଉଁଠି ଗତିପଥ ତା'ର
ହୁଏନି ପୂର୍ବନିର୍ଧାରିତ
ପ୍ରବାହ ହୁଏ ଅବିରତ
ଉଚ୍ଚ ଶିଖରେ ଜାତ ହୋଇ
ନିମ୍ନ ଆଡ଼କୁ ଯାଏ ବହି
ହୁଅଇ ଦୀର୍ଘ ଓ ବିସ୍ତୃତ
ଜଳଭାଗରେ ହୁଏ ଲୁପ୍ତ
ଭାଷାର ଏପରି ସ୍ବଭାବ…