ବିଜ୍ଞାନ ବହିରୁ ହଟିଲା ଚାର୍ଲ୍ସ ଡାରୱିନ୍ଙ୍କ ଏଭୋଲ୍ୟୁସନ ଥିଓରୀ
ନୂଆଦିଲ୍ଲୀ: ଏନ୍ସିଇଆର୍ଟି ପାଠ୍ୟ ପୁସ୍ତକରେ ଅନେକ ବିବାଦୀୟ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଗାନ୍ଧୀଙ୍କ କଥା, ପରେ ମୌଲାନା ଆଜାଦଙ୍କ କଥା ..ଏହିଭଳି ଅନେକ ଇତିହାସକୁ ପାଠ୍ୟ ବିଷୟରୁ ହଟାଇ ଦିଆଯିବାରୁ ଏହାକୁ ନେଇ ବିରୋଧ ହୋଇଛି। ଏବେ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ମହାନ ବୈଜ୍ଞାନିକ…