Latest Odisha News

BREAKING NEWS

ଅପମିଶ୍ରିତ ମସଲା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, କେମିତି ଚିହ୍ନିବେ ଅସଲି ମସଲା ?

ଆଜିକାଲି ବଜାରରେ ଅପମିଶ୍ରିତ ମସଲାର ବ୍ୟବହାର ଅଧିକ ହେଉଥିବା ଦେଖାବାକୁ ମିଳୁଛି। ଏହି ଅପମିଶ୍ରିତ ମସଲା ଆମ ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି। ଏହି ମସାଲା ଆମ ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରବେଶ କରିବା ଦ୍ୱାରା ଅନେକ ଉପାୟରେ ସ୍ୱାସ୍ଥ୍ୟକୁ କ୍ଷତି କରନ୍ତି। ବେଳେବେଳେ ଏହି…

‘ଗଡ ଫାଦର’ ଟ୍ରେଲର ରିଲିଜ୍ ପରେ ଟଲିଉଡ଼ ପ୍ରତି ଆଗ୍ରହ ଦେଖାଇଲେ ଭାଇଜାନ

ମୁମ୍ବାଇ: ବଲୁଉଡ ଭାଇଜାନ ସଲମାନ ଖାନ ନିଜ କାମ ପାଇଁ ସର୍ବଦା ଚର୍ଚ୍ଚାର ଶୀର୍ଶରେ ଥାଆନ୍ତି। ଗୋଟେ ପଟେ ଚିରଞ୍ଜୀବୀଙ୍କ ସହ ଦକ୍ଷିଣ ଚଳଚ୍ଚିତ୍ର 'ଗଡ ଫାଦର'ର ଟ୍ରେଲର ଆସିଛି। ଅନ୍ୟପକ୍ଷରେ ବିଗ୍ ବସ୍ ୧୬ ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ସଲମାନ ଖାନ ଚାରିଆଡେ ବେଶ୍ ଚର୍ଚ୍ଚିତ। ଯଦିଓ…

ନିୟମିତ ଏକ ଚାମଚ ଘିଅ ସେବନ କଲେ ମିଳିଥାଏ ଅନେକ ଲାଭ

ଆପଣ ଦେଶର ଯେକୌଣସି ଘରକୁ ଯାଆନ୍ତୁ, ପ୍ରତ୍ୟେକଙ୍କ ଘରେ ସେମାନଙ୍କ ଭୋଜନରେ ଦେଶୀ ଘିଅ ଥିବା ନିଶ୍ଚିତ। ଦେଶୀ ଘିଅରେ ଗୋଟିଏ ନୁହେଁ ବରଂ ଅନେକ ଗୁଣ ରହିଛି। ଯାହା ଆମ ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରେ। ଯଦି ଆପଣ ଦେଶୀ ଘିଆ ଖାଉ ନାହାଁନ୍ତି, ତେବେ ଆଜିଠାରୁ ଖାଇବା ଆରମ୍ଭ କରିଦିଅନ୍ତୁ।…

ଶିକ୍ଷୟିତ୍ରୀଙ୍କୁ କାନ୍ଦି କାନ୍ଦି ବିଦାୟ ଦେଲେ ଛାତ୍ରଛାତ୍ରୀ

ନବରଙ୍ଗପୁର :  ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା  । କାନ୍ଦି କାନ୍ଦି ଶିକ୍ଷୟିତ୍ରୀଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ  । ଦୀର୍ଘ 9 ବର୍ଷ ଧରି ଶିକ୍ଷୟତ୍ରୀଙ୍କ ଠାରୁ ସ୍ନେହ ମମତା ପାଇଥିବା ଗ୍ରାମବାସୀ ତାଙ୍କୁ ଛାଡିବାକୁ ଥିଲେ ନାରାଜ୍  । ଜଣେ କର୍ମଚାରୀ ନିଜର…

ଏହି ସବୁ ଖାଦ୍ୟ ଗଲବ୍ଲାଡର ପଥରର ମୂଳ କାରଣ

ଯକୃତ ପିତ ତିଆରି କରିଥାଏ । ପିତ ହେଉଛି ଏକ ହଳଦିଆ-ସବୁଜ ରଙ୍ଗର ତରଳ ଯାହା କ୍ଷୁଦ୍ରାନ୍ତ୍ରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ପିତ୍ତାଶୟ ଯକୃତର ସେହି ଥଳୀ ଯେଉଁଥିରେ ପିତ ରହେ। ଏହାକୁ ଇଂରାଜୀରେ ଗଲବ୍ଲାଡଡର୍ ବା ପିତ୍ତାଶୟ ଥଳି କୁହାଯାଏ। ଗଲବ୍ଲାଡର୍ ଏକ ସମ୍ବେଦନଶୀଳ ଅଙ୍ଗ। ଯଦି…

କାର୍‍ ଭିତରୁ ମିଳିଲା ୩.୭୦୦କିଲୋ ସୁନା, ୧୮୦ କିଲୋ ରୂପା

ବ୍ରହ୍ମପୁର: ପୁଣି ଏକ ବଡ଼ ଧରଣର ଚୋରା ସୁନା ଚାଲାଣକୁ ଧରିଛି ବ୍ରହ୍ମପୁର ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡ଼ୁରୁ ଏକ ସ୍କୋଡା କାରରେ ବିପୁଳ ପରିମାଣର ସୁନା ଓ ରୂପ ବ୍ରହ୍ମପୁରକୁ ଅଣାଯାଉଥିବା ନେଇ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍‍ଙ୍କ ପାଖକୁ ସୂଚନା ଆସିଥିଲା। ଏସପିଙ୍କ…

ବିଗ୍ ବସ୍ ୧୬ରେ ଏଣ୍ଟ୍ରି କଲେ କଂଗ୍ରେସ ନେତ୍ରୀ ଅର୍ଚ୍ଚନା ଗୌତମ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ ବିଗ୍ ବସ୍ ୧୬ ଆରମ୍ଭ ହୋଇଯାଇଛି। ପ୍ରତିଯୋଗୀମାନେ ବିଗ୍ ବସ୍ ହାଉସରେ ଏଣ୍ଟ୍ରି କରିସାରିଛନ୍ତି। ଏହି ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ଅର୍ଚ୍ଚନା ଗୌତମ। ଅର୍ଚ୍ଚନା ଏହି ଶୋ’ରେ ପ୍ରବେଶ କରିବା ପରେ…

ଗଳ୍ପ : ପୁଣି ଥରେ ଗାନ୍ଧୀ

ରବି ପଣ୍ଡା  ସେଦିନ ରାତ୍ରିର ବେଶ୍ ବିଳମ୍ବିତ ପ୍ରହରରେ ସାବରମତୀ ଆଶ୍ରମର ସେଇ ନିର୍ଦ୍ଧିଷ୍ଟ କୋଠରୀର ଦୁଆର ଖଟଖଟହେଲା। ଜୋରରେ ଖୁବ୍ ଜୋରରେ । ପାଖରେ ଘୂମେଇ ପଡିଥିବା ଦରୱାନଟି ହଟାତ୍ ଧଡପଡ ହେଇ ଦୌଡ଼ି ଆସିଲା। ସାମ୍ନରେ ଗୋଟିଏ ବେଶ୍ ଲମ୍ବା ଛାୟା ମୂର୍ତ୍ତି। କିଏ ? କିଏ ତମେ?…

ଅନୁବାଦ ଗଳ୍ପ : ଗଙ୍ଗା ଏପାରି, ଗଙ୍ଗା ସେପାରି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୨ ମୂଳ ବଙ୍ଗଳା: ଜ୍ୟୋତିର୍ମୟୀ ଦେବୀ ଅନ୍ଧାର ରାତି । ଜଙ୍ଗଲର ଅରମା ବଣବୁଦା ଭିତରେ ପଶି ସେମାନେ ଏକମୁହାଁ ଆଗକୁ ଚାଲିଥିଲେ । ସେମାନଙ୍କୁ ଭଲ ରାସ୍ତା ମାଲୁମ ଥିଲା । କିନ୍ତୁ ଜାଣିଶୁଣି ଏଭଳି ରାସ୍ତାରେ ଯିବାକୁ ହିଁ ସେମାନେ…

କବିତା : ଶକ୍ତି ସ୍ୱରୂପା ମାଆ

ରମାକାନ୍ତ ନାୟକ ଶରତର ଶିଶିରଭିଜା ଧରିତ୍ରୀର କୋଳେ କାଶତଣ୍ଡି ହସିଉଠିଲାଣି ନଈପଠା ବିଲ ବଣ ପାଟ ଗହିରିରେ, ମଳୟ ପବନେ ଟାହିଆ ପରି ଦୋହଲି ଦୋହଲି ଚାମର ବୁଲାଇ ଆଶ୍ଵିନର ଇଷ୍ଟଦେବୀଙ୍କୁ ସ୍ୱାଗତ କଲାଣି । ନିର୍ମଳ ଆକାଶେ ସୁନୀଳ ବରଣେ ଶୁଭ୍ର ବସ୍ତ୍ର ପରିଧାନେ ସଜେଇ ହେଲାଣି…