ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୯)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଆଜି ସ୍ୱପ୍ନିଲ ଯିବାର ଚାରି ମାସ ବିତି ଯାଇଛି ; ୱାଟ୍ସଆପରେ ଡ଼ିପି ରଖୁଥିବା ଫଟୋଗୁଡିକର ମୁହଁ ସବୁ ଆଖି ଆଗରେ ନାଚି ଯାଉଛି ଆସ୍ଥା ର ! ଓଜସ୍ୱିନୀ ଲାଗୁଛି ଧରା, ଅଣ ନିଶ୍ୱାସୀ ହୋଇପଡୁଛି ଜୀବନ !ସେଥିପାଇଁ ଘର କାମ ସାରି…