ଏସଟିଏଫର ବଡ ଖୁଲାସା: ଅତିକର ସାମ୍ରାଜ୍ୟ ସମ୍ଭାଳୁଥିଲା ଗୁଡ୍ଡୁ ମୁସଲିମ, ଥିଲା ଆଇଏସଆଇ ସମ୍ପର୍କ
ନୂଆଦିଲ୍ଲୀ:ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ପରେ ଏବେ ତାର ନେଟୱର୍କକୁ ନେଇ ପୋଲିସ ତନଘନା କରୁଛି । ପୋଲିସ ଛନାଭିନ ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ମିଳିଥିବା ଖବର ଅନୁଯାୟୀ, ଅତିକ ଅହମ୍ମଦର ଖାସ ସୁଟର କୁହାଯାଉଥିବା ଗୁଡ୍ଡୁ ମୁସଲିମ ନିଜେ ତାର…